Only for Entertainment

ଡ୍ୟାସିଂ ଷ୍ଟାଇଲରେ ନଜର ଆସିଲେ ଆସିନଙ୍କ ୧୮ ମାସର ଝିଅ, ୨୦ ଲକ୍ଷ ବାଇକ ଉପରେ ବସି ଦେଲେ ଏଭଳି ପୋଜ ।

bollywoodtadka
47

ବଲିଉଡ ଅଭିନେତ୍ରୀ ଆସିନ ବିବାହ ପରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବାଏ ବାଏ କହି ଦେଇଛନ୍ତି । ଆସିନ ୨୦୧୬ରେ ବିଜନେସମ୍ୟାନ ରାହୁଲ ଶର୍ମାଙ୍କୁ ବିବାହ କରିଥିଲେ । ଏବେ ଆସିନଙ୍କ ଝିଅ ଆରିନ ୧୮ ମାସର ହୋଇଗଲେଣି । ଏହି ସୁଯୋଗରେ ଆସିନ ତାଙ୍କ ଝିଅର ଫଟୋ ଶେୟାର କରିଛନ୍ତି ।

ଫଟୋରେ ଆରିନ ବାଇକ ଉପରେ ବସିଥିବାର ନଜର ଆସିଛନ୍ତି । ଆସିନ ଫଟୋ ଶେୟାର କରି କ୍ୟାପ୍ସନରେ ଲେଖିଛନ୍ତି ସୁଗାର ଆଣ୍ଡ ସ୍ପାଇସ, ଅଲ ଅଫ ଏଇଟିନ ମନ୍ଥସ ।

ଫ୍ୟାନ୍ସ ଏହିଫଟୋକୁ ଖୁବ ପସନ୍ଦ କରୁଛନ୍ତି । ଖବର ପାଇଁ କହିରଖୁଛୁ ଆସିନଙ୍କ ଝିଅ ଯେଉଁ ବାଇକ ଉପରେ ବସିଛନ୍ତି ତାହାର ଅନ ରୋଡ ମୂଲ୍ୟ ୨୦ ଲକ୍ଷ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More