Only for Entertainment

ଧଡ଼କ ଦେଖିବା ପରେ ଆଶୁତୋଷ ରାଣାଙ୍କ କମେଂଟ:ଶ୍ରୀଦେବୀଙ୍କ ଭଳି ଚାର୍ମି ନାହିଁ ଜାହ୍ନବୀଙ୍କ ନିକଟରେ ।

amarujala
0 31

ଶ୍ରୀଦେବୀଙ୍କ ସ୍ୱପ୍ନ ଶେଷରେ ସତ ହୋଇଛି । ତାଙ୍କ ଜାହ୍ନବୀ କପୁର ଫିଲ୍ମ ଧଡ଼କରେ ଡେବ୍ୟୁ କରି ସାରିଛନ୍ତି । ଫିଲ୍ମ ଧଡ଼କରେ ଜାହ୍ନବୀ ଏବଂ କୋ ଷ୍ଟାର ଈଶାନଙ୍କର ଖୁବ ପ୍ରଶଂସା କରାଯାଉଛି । କିନ୍ତୁ ଫିଲ୍ମରେ ଜାହ୍ନବୀଙ୍କର ଅନସ୍କ୍ରିନ ବାପା ।

ଫିଲ୍ମରେ ଆଶୁତୋଷ ରାଣା ନେଗେଟିଭ ଚରିତ୍ରରେ ଅଭିନୟ କରୁଛନ୍ତି । ବଲିଉଡ ଲାଇଫର ରିପୋର୍ଟ ଅନୁସାରେ ଫିଲ୍ମରେ ଜାହ୍ନବୀଙ୍କ ଅଭିନୟକୁ ନେଇ ଆଶୁତୋଷ ରାଣା ଏକ କମେଂଟ ଦେଇଛନ୍ତି । ସେ କହଇଛନ୍ତିଯେ ମୋ ଅନୁମାନ ଆଧାରରୁ ମୁଁ କହୁଛିଯେ ମୋତେ ଥରେ ପାଇଁ ମଧ୍ୟ ଅନୁଭବ ହେଲା ନାହିଁ ଯେ ଜାହ୍ନବୀ ଶ୍ରୀଦେବୀଙ୍କ ଝିଅ । ପ୍ରଥମ ଦିନରେ ଭାବିଥିଲିଯେ ସେ ଏକ ମହାନ କଳାକାର ହେବାକୁ ଯାଉଛନ୍ତି । ତାଙ୍କ ନିକଟରେ ଶ୍ରୀଦବୀଙ୍କ ଭଳି ଚାର୍ମ ନାହିଁ ଏବଂ ସେ ଏହା ପାଇବା ପାଇଁ ଚେଷ୍ଟା ମଧ୍ୟ କରିନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More