Only for Entertainment

୩୦ବର୍ଷ ବୟସରେ ଆପଣଙ୍କ ଆହାରରେ ଆଣନ୍ତୁ ଏଭଳି ପରିବର୍ତ୍ତନ !

vetogate.com
0 54

ବ୍ୟକ୍ତିର ବୟସ ଯେପରି ବୃଦ୍ଧି ହେବାରେ ଲାଗିଥାଏ, ସେହି ଅନୁସାରେ ଶରୀର ମଧ୍ୟରେ ଅନେକ ପରିବର୍ତ୍ତନ ମଧ୍ୟ ଦେଖା ଦେଇଥାଏ । ଏଭଳି ସମୟରେ ଅନେକ ଆବଶ୍ୟକତା ମଧ୍ୟ ହୋଇ ପଡିଥାଏ । ତେଣୁ ଏହି ସମୟରେ ଆପଣଙ୍କ ଆହାରରେ ମଧ୍ୟ ପରିବର୍ତ୍ତନ ଆଣିବା ଜରୁରୀ ଅଟେ । ଯାହାଦ୍ୱାରା ଆପଣଙ୍କ ଶରୀର ମଧ୍ୟରେ ସମସ୍ତ ଆବଶ୍ୟକତା ପୂରଣ କରିବାରେ ସହାୟକ ହୋଇପାରିବ । ୩୦ବର୍ଷ ବୟସ ପରେ ମନୁଷ୍ୟର ପାଚନକ୍ରିୟା ଦୂର୍ବଳ ହେବାରେ ଲାଗିଥାଏ । ସେହିଭଳି ମହିଳାଙ୍କ ଶରୀରରେ କ୍ୟାଲସିୟମ ମାତ୍ରା ମଧ୍ୟ କମିବାରେ ଲାଗିଥାଏ, ଏବଂ ଏହି ବୟସ ପରେ ମହିଳାଙ୍କ ଆଇରନର ମଧ୍ୟ ଆବଶ୍ୟକତା ପଡିଥାଏ ।

– ଆପଣଙ୍କ ଭୋଜନ ସୂକ୍ଷ୍ମ ଏବଂ ସୁପାଚ୍ୟ ହେବା ଜରୁରୀ ।

– କ୍ୟାଲସିୟମ ପୂରଣ କରିବା ଲାଗି ଆପଣ ଆପଣଙ୍କ ଆହାରରେ ଦୁଗ୍ଧ ଜାତୀୟ ଖାଦ୍ୟ ଯେପରିକି ଦହି, ପନିର ଆଦିକୁ ନିଜ ଆହାରରେ ସାମିଲ କରିବା ଉଚିତ ।

– ବ୍ୟକ୍ତିକୁ ସମସ୍ତ ଋତୁରେ ଉପଲବ୍ଧ ହେଉଥିବା ପନିପରିବା ଏବଂ ଫଳକୁ ଆହାରରେ ସାମିଲ କରିବା ଉଚିତ । ଏହାଦ୍ୱାରା ଆପଣଙ୍କୁ ବିଭିନ୍ନ ପ୍ରକାରର ଲାଭ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More