Only for Entertainment

ପାର୍ଟିରେ ପ୍ରିୟଙ୍କାଙ୍କ ଉପରୁ ହଟିଲା ନାହିଁ ଏହି ହଲିଉଡ ଷ୍ଟାରଙ୍କ ନଜର ।

aajtak
30

ପ୍ରିୟଙ୍କା ନିଜ ଆକର୍ଷିତ ବ୍ୟକ୍ତିତ୍ୱ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ବ୍ୟକ୍ତିତ୍ୱ ଏହିଭଳିଯେ ଲୋକ ତାଙ୍କ ଉପରୁ ନଜର ହଟାଇ ପାରନ୍ତି ନାହିଁ ।ନିକଟରେ ସୋସିଆଲ ମିଡିଆରେ ସେହିଭଳି ଏକ ଫଟୋ ଭାଇରାଲ ହେଉଛି । ଯେଉଁଥିରେ ଚେୟାରରେ ବସିଥିବା ହଲିଉଡ ଷ୍ଟାର ହୁଗ ଜ୍ୟାକମ୍ୟାନ ପ୍ରିୟଙ୍କାଙ୍କ ଉପରୁ ନଜର ହଟାଉ ନାହାଁନ୍ତି । ପ୍ରିୟଙ୍କାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଧୁମ ମଚାଉଛି ।

ବାସ୍ତବରେ ପ୍ରିୟଙ୍କା ଗୋଲଡେନ ହାର୍ଟ ଆୱାର୍ଡ଼ସ ୨୦୧୮ରେ ପହଂଚିଥିଲେ । ପାର୍ଟିକୁ ହୁଗ ଜ୍ୟାକମ୍ୟାନ ତାଙ୍କ ପତ୍ନୀ ଦେବୋରା ଲି ଫର୍ଣ୍ଣିଜଙ୍କ ସହିତ ପହଂଚିଥିଲେ । ଏହି ସମୟରେ ପ୍ରିୟଙ୍କାଙ୍କର ଏକ ଫଟୋ ନିଆ ଯାଇଥିଲା । ଯେଉଁଥିରେ ହୁଗ ପ୍ରିୟଙ୍କାଙ୍କ ଦେଖୁଥିବାର ନଜର ଆସିଛନ୍ତି ।

କହି ରଖୁଛୁଯେ ପ୍ରିୟଙ୍କା ଏବଂ ନିକଙ୍କ ବିବାହକୁ ନେଇ ଏବେ ମଧ୍ୟ ସସପେନ୍ସ ରହିଛି । ପ୍ରଥମେ ଖବର ଆସିଥିଲାଯେ ଦୁଇ ଜଣ ଡିସେମ୍ବରକୁ ବିବାହ କରିବେ । କିନ୍ତୁ ଏବେ ଖବର ଆସୁଛିଯେ ଜାନୁୟାରୀରେ ବିବାହ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More