Only for Entertainment

ବରୁଣ ଧୱନଙ୍କ ଏହି ଗୀତରେ ନାଚିଲେ ଥାନୋସ ଏବଂ ସ୍ପାଇଡରମ୍ୟାନ, ଭାଇରାଲ ହେଉଛି ଭିଡିଓ !

28

ହଲିଉଡ ଫିଲ୍ମର କ୍ରେଜ ଅନେକ ସ୍ଥାନରେ ଦେଖିବାକୁ ମିଳେ । ସେ ସ୍ପାଇଡରର ହେଉ କି ଆଭେଂଜର୍ସର, ଲୋକମାନେ ତାଙ୍କୁ କପି କରିବାପାଇଁ ଭୂଲନ୍ତି ନାହିଁ । ନିକଟରେ ବଲିଉଡର ରଂଗ ଆଭେଂଜର୍ସର ଥାନୋସ ଏବଂ ସ୍ପାଇଡର ମ୍ୟାନ ଉପରେ ଚଢିଥିବା ଦେଖିବାକୁ ମିଳିଛି ।

ବରୁଣ ଧୱନଙ୍କ ଗୀତ ଫାଷ୍ଟ କ୍ଲାସ ଗୀତର ଏହି ଡାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଆନିମେଟେଡ ଭିଡିଓ ଖୁବ ଫନି ହୋଇଛି । ଯାହାକୁ ଦେଖି ବରୁଣ ଧୱନ ମଧ୍ୟ ନିଜ ହସ ରୋକି ପାରିନଥିଲେ । ବରୁଣ ଧୱନ ଏହି ଭିଡିଓକୁ ଶେୟାର କରି ଲେଖିଛନ୍ତି ‘ବେଷ୍ଟ ଫାଷ୍ଟ କ୍ଳାସ’ । କେବଳ ସେତିକି ନୁହେଁ ଏହି ଭିଡିଓ ଟିକଟକରେ ମଧ୍ୟ ଦେଖିବାକୁ ମିଳିବ । ଅସଲରେ ଏହି ଭିଡିଓରେ ଆଭେଂଜର୍ସ ଏଣ୍ଡଗେମର ଥେନୋସ ଏବଂ ସ୍ପାଇଡରମ୍ୟାନର ଆନିମେଟେଡ ଛାତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More