Only for Entertainment

ରିଲିଜ ହେଲା ହଲିଉଡ୍ ଫିଲ୍ମ ଆଭେଂନଜର୍ – ଇନ୍ଫିନିଟି ୱାରର ସେକେଣ୍ଡ ଟ୍ରେଲର୍

QuirkyByte
0 49

ରିଲିଜ୍ ହେଲା ଆଗାମି ହଲିଉଡ୍ ଫିଲ୍ମ ଆଭେଂନଜର୍ – ଇନ୍ଫିନିଟି ୱାରର ସେକେଣ୍ଡ ଟ୍ରେଲର୍ । ମାର୍ଭେଲ୍ ପିକ୍ଚର୍ସ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମା ବର୍ତମାନ ସବୁଠାରୁ ବଡ ବଜେଟ୍ ଓ ମଲ୍ଟି ଷ୍ଟାରର୍ ଫିଲ୍ମ । ଏହି ସିନେମାରେ ମାର୍ଭେଲ୍ର ୨୨ ଜଣ ସୁପରହିରୋଙ୍କୁ ଏକାଠି ଦେଖିବାକୁ ମିଳିଛି । ଆଇରନ୍ ମାନ୍, ସ୍ପାଇଡର୍ ମାନ୍, କ୍ୟାପଟେନ୍ ଆମେରିକା, ସ୍ପାଇଡର୍ ମାନ୍, ଆଂଟମାନ୍ ଆଦି ଅନେକ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରୁଷୋ ବ୍ରଦର୍ସ । ଥେନସ ନାମକ ଏଲିଏନ୍ ପୁରା ବ୍ରହ୍ମାଣ୍ଡରେ କବଜା କରିବା ପାଇଁ ପୃଥିବୀ ଆଡକୁ ଆସେ । ପୃଥିବୀର ସମସ୍ତ ସୁପରିରୋ ଏବଂ ବ୍ରହ୍ମାଣ୍ଡର ବି ଅନ୍ୟ ସବୁ ଲୋକ ଏକାଠି ଥେନସର ମୁକାବିଲା କରନ୍ତି । ଫିଲ୍ମରେ ଗାର୍ଡିଆନ ଅଫ ଗାଲାକ୍ସିର ଷ୍ଟାରଙ୍କୁ ବି ଦେଖିବାକୁ ମିଳିଛି । ଏପ୍ରିଲ୍ ୨୭ରେ ପରଦାକୁ ଆସିବ ଆଭେଂନଜର୍ – ଇନ୍ଫିନିଟି ୱାର୍

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More