Only for Entertainment

ଆଲୁମିନିୟମ ଫୋଏଲ ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

quora
0 36

ଆଜିକାଲି ଖାଦ୍ୟ ପ୍ୟାକ କରିବା ପାଇଁ ଆଲୁମିନିୟମ ଫୋଏଲର ବହୁଳ ବ୍ୟବହାର କରାଯାଉଛି । କିନ୍ତୁ ଏହାର ବ୍ୟବହାର ଯେ ସ୍ୱାସ୍ଥ୍ୟ ପକ୍ଷେ କେତେ କ୍ଷତିକାରକ ତାହା ସମସ୍ତେ ଜାଣନ୍ତି ନାହିଁ । ଏଥିରେ ଥିବା ଖତରନାକ ରସାୟନ ହୃଦଘାତ ଭଳି ସମସ୍ୟା ସୃଷ୍ଟି କରିଥାଏ । ତେବେ ଏହା ବ୍ୟତୀତ ଆଉ କେଉଁ ସମସ୍ୟା ସୃଷ୍ଟି ହୋଇଥାଏ, ଆସନ୍ତୁ ଜାଣିବା ।

  • ଆଲୁମିନିୟମ ଫୋଏଲରେ ଗରମ ଖାଦ୍ୟ ରଖିବା ଦ୍ୱାରା ଏଥିରେ ଥିବା ତତ୍ତ୍ୱ ତରଳି ଯାଇ ଖାଦ୍ୟ ଜରିଆରେ ଶରୀରରେ ପ୍ରବେଶ କରିଥାଏ । ଯାହା ଦ୍ୱାରା କିଡନୀ ଏବଂ ଲିଭର ଫେଲୁଅର ହେବା ଭଳି ସମସ୍ୟା ଦେଖାଯାଏ ।
  • ଏଥିରେ ଫାଷ୍ଟ ଫୁଡ କିମ୍ବା ଅନ୍ୟ କିଛି ଖାଦ୍ୟ ପ୍ୟାକ କରି ଖାଇବା ଦ୍ୱାରା ଅଲଜାଇମର ଏବଂ ଡିମନେସିଆ ଭଳି ବ୍ୟାଧି ହୋଇଥାଏ ।
    ପ୍ରତିଦିନ ଏଥିରେ ପ୍ୟାକ ଖାଦ୍ୟ ଖାଇବା ଦ୍ୱାରା ସେହି ତତ୍ତ୍ୱ ଶରୀରରେ ଗୋଟିଏ ସ୍ଥାନରେ ଏକାଠି ହୋଇଯାଏ । ଯାହା ଦ୍ୱାରା ଅସୁସ୍ଥ ଅନୁଭବ ହେବା ସହିତ ଶ୍ୱାସ ସମସ୍ୟା ମଧ୍ୟ ଦେଖାଯାଏ । ଏହା ବ୍ୟତୀତ ଇମ୍ୟୁସ ବ୍ୟବସ୍ଥା ମଧ୍ୟ ଖରାପ ହୋଇଥାଏ ।
  • ଏଥିରେ ଖାଦ୍ୟ ଖାଇବା ଦ୍ୱାରା ମସ୍ତିଷ୍କ ସହିତ ହାଡରେ ମଧ୍ୟ ସମସ୍ୟା ଦେଖାଯାଏ । ଏହାର ଖତାନାକ ରସାୟନ ଯୋଗୁଁ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖାଯାଏ ।
  • ତେବେ ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଲୁମିନିୟମ ଫୋଏଲ ଠାରୁ ଦୂରେଇ ରହିବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More