Only for Entertainment

ବଲିଉଡରେ ମିଳୁଥିବା ଆୱାର୍ଡ଼କୁ ନେଇ ଆକ୍ଟରଙ୍କ ଖୁଲାସା,କହିଲେ ଏଠାରେ କେବଳ ୨-୩ ଲକ୍ଷ୍ୟରେ……. ।

amarujala
33

ଟିଭି ଶୋ ଏବଂ ବଲିଉଡରେ କାମ କରିଥିବା ଶେଖର ସୁମନ ବଲିଉଡରେ ଦିଆ ଯାଉଥିବା ପୁରସ୍କାରକୁ ନେଇ ନିଜର ମତ ରଖିଛନ୍ତି ।ତାଙ୍କ କହିବା ଅନୁସାରେ ଏଠାରେ ଆୱାର୍ଡ଼ ବ୍ୟକ୍ତିର ଟ୍ୟାଲେଂଟକୁ ଦେଖି ଦିଆଯାଏନି ବରଂ ଟଙ୍କାରେ କିଣାଯାଏ । ଗତ ବର୍ଷ ଫିଲ୍ମ ଭୂମିରେ ଅଭିନୟ କରିଥିବା ଶେଖର ସୁମନଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଯେତେବେଳେ ଶେଖରଙ୍କୁ ପ୍ରଶ୍ନ କରାଗଲାଯେ ଏଥିପାଇଁ ଆପଣ ଆୱାର୍ଡ଼ ଆଶା କରୁଛନ୍ତି କି?ସେ କହିଲେ ଯେ ଯଦି ମୁଁ ସେହି ଆୱାର୍ଡ଼ ମୋ ନାମରେ କରି ପାରିଥାନ୍ତି ତେବେ ମୋତେ ଖୁସି ଲାଗିଥାନ୍ତା,କିନ୍ତୁ ଏଭଳି ହେବ ନାହିଁ,କେହି ଚାହିଁବ ତ ଏହାକୁ କିଣି ପାରିବ ।

ଶେଖର ଏହା ମଧ୍ୟ କହିଲେଯେ ଇଣ୍ଡଷ୍ଟ୍ରିରେ ମଣିଷର ନିଜ ଉପରେ କାବୁ ରହୁନାହିଁ ଏହା ତ ଆୱାର୍ଡ଼ ।ଏହା ସହିତ ସେ କହିଲେଯେ ଇଣ୍ଡଷ୍ଟ୍ରିରେ ଏଭଳି ଜଣେ ବ୍ୟକ୍ତି ଅଛି ଯିଏ ଆୱାର୍ଡ଼ ବିକ୍ରି କରିବା ପାଇଁ ଅନ୍ୟ ମାନଙ୍କ ସହିତ ଯୋଗାଯୋଗ କରେ ।ଏହା ସହିତ ସେ ନମିନେଟେଡ ଲୋକଙ୍କ ଠାରୁ ୨ରୁ ୩ ଲକ୍ଷ୍ୟ ଟଙ୍କା ନିଏ ।ତେବେ ସେହି ବ୍ୟକ୍ତି କିଏ ତାହାର ନାମ ସେ କହି ନାହାଁନ୍ତି । କାରଣ ବଲିଉଡରେ ଏହିଭଳି ଅନେକ ବ୍ୟକ୍ତି ଥିବା ସେ ସ୍ପଷ୍ଟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More