Only for Entertainment

ବିଳମ୍ବିତ ରାତିରେ ଡିନର ଡେଟରେ ପହଂଚିଲେ ଆୟୁଶ-ଅର୍ପିତା ସଲ୍ଲୁଙ୍କ ଭଉଣୀ-ଭିଣୋଇଙ୍କର ଦେଖିବାକୁ ମିଳିଲା ସ୍ପେଶାଲ ବଣ୍ଡିଂ !

52

ବଲିଉଡ ଅଭିନେତା ସଲମାନ ଖାନଙ୍କ ଭଉଣୀ ଅର୍ପିତା ଏବଂ ଭିଣୋଇ ଆୟୁଶ ଶର୍ମା ବାନ୍ଦ୍ରାସ୍ଥିତ ହକାଶନ ରେସ୍ତୋରାଁ ବାହାରେ ସ୍ପଟ ହୋଇଛନ୍ତି । ଅସଲରେ ସେ ବିଳମ୍ବିତ ରାତିରେ ପତ୍ନୀଙ୍କୁ ଡିନର ଡେଟ ପାଇଁ ନେଇ ପହଂଚିଥିଲେ । ଆୟୁଶ ସବୁବେଳେ ନିଜ ସ୍ତ୍ରୀଙ୍କୁ ସ୍ପେଶାଲ ଫିଲ କରାନ୍ତି ଏବଂ ଛୋଟ କଥା ଉପରେ ଧ୍ୟାନ ଦିଅନ୍ତି ।

ଦୁହେଁ କାଜୁୂଆଲ ଲୁକରେ ନଜର ଆସିଥିଲେ ଏବଂ ଆୟୁଶ ନିଜ ସ୍ତ୍ରୀ’ଙ୍କ ପ୍ରୋଟେକ୍ଟିଭ ଦେଖନ୍ତୁ । ସ୍ୱାମୀ ଆୟୁଶଙ୍କ ସହ ଡିନର ଡେଟ ଯାଇ ଅର୍ପିତା ଖୁବ ଖୁସି ନଜର ଆସିଥିଲେ । ଫଟୋରେ କପଲଙ୍କ ସ୍ପେଶାଲ ବଣ୍ଡିଂ ଦେଖିବାକୁ ମିଳିଛି । ଆୟୁଶ ଏବଂ ଅର୍ପିତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏଠାରେ ଆମେ କହି ରଖୁଛୁ ଯେ ଆୟୁଶ ବରୀନା ହୁସୈନଙ୍କ ସହ ଫିଲ୍ମ ‘ଲଭରାତ୍ରୀ’ରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ୫ଅକ୍ଟୋବରରେ ରିଲିଜ ହୋଇଥିଲା । ଏହି ଫିଲ୍ମ ସଲମାନଙ୍କ ବ୍ୟାନର ତଳେ ପ୍ରସ୍ତୁତ ହୋଇଥିଲା । ସଲମାନ ନିଜ ଭଉଣୀ ଅର୍ପିତାଙ୍କୁ ôଖୁବ ଭଲ ପାଆନ୍ତି ଏହି କାରଣରୁ ଆୟୁଶଙ୍କ ସହ ମଧ୍ୟ ସଲମାନଙ୍କର ଖାସ ବଣ୍ଡିଂ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More