Only for Entertainment

ବିନା ହେଲମେଟରେ ସ୍କୁଟି ଚଲାଉଥିଲେ ସଲମାନଙ୍କ ଭିଣୋଇ, ଧରିଲେ ଟ୍ରାଫିକ ପୋଲିସ ।

aajtak
0 37

ସଲମାନଙ୍କ ଭଉଣୀ ଅର୍ପିତାଙ୍କ ସ୍ୱାମୀ ଆୟୁଷ ଶର୍ମା ଏବେ ତାଙ୍କ ଡେବ୍ୟୁ ଫିଲ୍ମ ଲଭରାତ୍ରୀର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । କିନ୍ତୁ ପ୍ରମୋଶନ ସମୟରେ ଆୟୁଷ ଟ୍ରାଫିକ ନିୟମ ଭାଙ୍ଗି ପୋଲିସ ମାମଲାରେ ଫସିଗଲେ ।

 

ବାସ୍ତବରେ ଆୟୁଷ ବଡ଼ୋଦରା ଫିଲ୍ମର ପ୍ରମୋଶନ ପାଇଁ ଯାଇଥିଲେ । ସେଠାରେ ଆୟୁଷ ଏୟାରପୋର୍ଟରୁ ଇଭେଂଟ ଭେନ୍ୟୁ ପର୍ଯ୍ୟନ୍ତ ସ୍କୁଟିରେ ଯାଉଥିଲେ ଏବଂ ହେଲମେଟ ପିନ୍ଧିନଥିଲେ । ଏହି କାରଣରୁ ଟ୍ରାଫିକ ପୋଲିସ ଆୟୁଷଙ୍କ ନାମରେ ୧୦୦ ଟଙ୍କାର ଚାଲାଣ କାଟିଲେ । ଚାଲାଣ ରସିଦ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More