Only for Entertainment

ସାମ୍ନାକୁ ଆସିଲା ଆର୍ଟିକଲ ୧୫ର ପ୍ରିମିଅର ଭିଡିଓ , କଳାକାର ମାନେ ଦେଲେ ଏଭଳି ରିଭ୍ୟୁ !

22

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଆର୍ଟିକଲ ୧୫’ ଆସନ୍ତା କାଲି ଅର୍ଥାତ ୨୮ଜୁନରେ ରିଲିଜ ହେବ । ସେହିଭଳି ଗତକାଲି ରାତିରେ ଫିଲ୍ମର ପ୍ରଥମ ପ୍ରିମିୟର ଥିଲା , ଯାହାକୁ ଦେଖି ଜଣା ପଡିଥିଲା ଯେ କିଭଳି ରହିଛି ଫିଲ୍ମ । ଏଥିରେ ସୁନୀଲ ସେଟ୍ଟୀଙ୍କ ଠାରୁ ଆରମ୍ଭ କରି ଶାହରୁଖ ଖାନଙ୍କ ପର୍ଯ୍ୟନ୍ତ ଅନେକ କଳାକାର ଯୋଗ ଦେଇଥିଲେ । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏହାର କିଛି ଭିଡିଓ ସୋସିଆଲ ମିଡିଆରେ ନଜର ଆସିଛି । ଏହାସହ ପ୍ରିମିଅରରେ ତାପସୀ ପନ୍ନୁଙ୍କ ଠାରୁ ନେଇ ନୀନା ଗୁପ୍ତାଙ୍କ ପର୍ଯ୍ୟନ୍ତ ଅନେକ ଅଭିନେତ୍ରୀ ମଧ୍ୟ ନଜର ଆସିଥିଲେ ।

 

View this post on Instagram

 

Thank you for the love. #Article15 on 28th June.

A post shared by Ayushmann Khurrana (@ayushmannk) on

ଏହାବ୍ୟତୀତ ପ୍ରିମିଅରରେ ଆୟୁଷ୍ମାନ ଖୁରାନାଙ୍କ ସହ ତାଙ୍କ ପତ୍ନୀ ତାହିରା କଶ୍ୟପ ମଧ୍ୟ ନଜର ଆସିଥିଲେ, ଏହାସହ ମଧ୍ୟ ଅନୁଭବ ସିହ୍ନା ମଧ୍ୟ ଖୁସି ନଜର ଆସିଥିଲେ । ସେହିଭଳି ସମସ୍ତ କଳାକାର ଆୟୂଷ୍ମାନ ଖୁରାନାଙ୍କ ଫିଲ୍ମ ଆର୍ଟିକଲ ୧୫ ସମସ୍ତଙ୍କୁ ପସନ୍ଦ ଆସିଛି । କଳାକାରଙ୍କ ଅନୁସାରେ ତାଙ୍କର ଏହି ଫିଲ୍ମ ସୁପରହିଟ ହୋଇଛି । ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଆର୍ଟିକଲ ୧୫ରେ ଅନେକ ପୋଷ୍ଟର ଏବଂ ଫିଲ୍ମର ଟ୍ରେଲର ଆଗରୁ ରିଲିଜ କରାଯାଇ ସାରିଲାଣି । ଯାହାକୁ ଦର୍ଶକ ମଧ୍ୟ ଖୁବ ପସନ୍ଦ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More