Only for Entertainment

ପକ୍ଷୀ ଉଡେଇବା ଜାଗାରେ ମଇଁଷି ଉଡାଉଛନ୍ତି ଆୟୁଷ୍ମନ ଖୁରାନା, ଦେଖନ୍ତୁ ଫନି ଭିଡିଓ

livehindustan
22

ସୋସିଆଲ ମିଡିଆରେ ଅଂଶୁମାନ ଖୁରାନାଙ୍କ ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ସେ ଏକ ଗେମ ଖେଳୁଥିବାର ନଜର ଆସିଛନ୍ତି । ଭିଡ଼ିଓରେ ଆୟୁଶ୍ମନଙ୍କ ସହ ସାନ୍ୟା ମଲହୋତ୍ରା ଏବଂ ନିର୍ଦ୍ଦେଶକ ଅମିତ ଶର୍ମା ମଧ୍ୟ ନଜର ଆସିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଭିଡ଼ିଓ ବଧାଇ ହୋ ସୁଟିଂ ସମୟର । ଏଥିରେ ଅମିତ ଶର୍ମା ଚିଡ଼ିଆ ଉଡ଼ ଜାଗାରେ ଭେଂସ ଅର୍ଥାତ ମଇଁଷି ଉଡ଼ କହିଛନ୍ତି ଏବଂ ଆୟୁଷ୍ମନ ଏଥିରେ ହାତ ଟେକିଛନ୍ତି । ଏହି କାରଣରୁ ଭିଡ଼ିଓଟି ମଜାଦାର ହୋଇଛି ।


ଆପଣଙ୍କୁ ଜଣାଇ ରଖୁଛୁ ଯେ ଆୟୁଷ୍ମନ ଏବଂ ସାନ୍ୟା ଷ୍ଟାରର ଫିଲ୍ମ ବଧାଇ ହୋ ବକ୍ସ ଅଫିସରେ କମାଲ କରିଛି । ୨୦କୋଟି ବଜେଟରେ ପ୍ରସ୍ତୁତ ଏହି ଫିଲ୍ମ ୧୦୦କୋଟି ପାର କରି ସାରିଲାଣି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More