Only for Entertainment

ଆୟୁଷ୍ମାନ ଖୁରାନାଙ୍କ ‘ବାଲା’ର ନୂଆ ପୋଷ୍ଟର ରିଲିଜ, ଟାଇଟନିକ ପୋଜ ଦେଉଥିବାର ନଜର ଆସିଲେ

bollywood tadka
29

ବଲିଉଡରେ ନିଜର ଭିନ୍ନ ପ୍ରକାରର ଅଭିନୟ ଶୈଳୀ ପାଇଁ ପରିଚୟ ସୃଷ୍ଟି କରିଥିବା ଆୟୁଷ୍ମାନ ଖୁରାନା ଖୁବଶୀଘ୍ର ଫିଲ୍ମ ‘ବାଲା’ରେ ନଜର ଆସିବେ । ଫ୍ୟାନ୍ସ ତାଙ୍କର ଏହି ଫିଲ୍ମକୁ ଖୁବ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଫିଲ୍ମର ଗୀତ ଡ୍ୟାନ୍ସ ଫ୍ଲୋରରେ ଚାଂଚଲ୍ୟ ସୃଷ୍ଟି କରି ସାରିଛି । ଦୀପାବଳିରେ ରିଲିଜ ହୋଇଥିବା ଆୟୁଷ୍ମାନଙ୍କ ଫିଲ୍ମର ଗୀତକୁ ଶ୍ରୋତା ଗୁଣୁ ଗୁଣୁ ହେଉଛନ୍ତି ।

 

ଫିଲ୍ମର ଗୀତ ଏବଂ ଟ୍ରେଲର ଦର୍ଶକଙ୍କ ମନରେ ଉତ୍ସାହ ଭରି ଦେଇଛି । ଫିଲ୍ମ ରରିଲିଜ ହେବା ପାଇଁ ମଧ୍ୟ ପ୍ରସ୍ତୁତ । ଏହି କାରଣରୁ ନିର୍ମାତା ଫିଲ୍ମର ଗୋଟିଏ ପରେ ଗୋଟିଏ ପୋଷ୍ଟର ରିଲିଜ କରୁଛନ୍ତି । ନିକଟରେ ଆଉ ଏକ ପୋଷ୍ଟର ରିଲିଜ ହୋଇଛି, ଯେଉଁଥିରେ ଆକ୍ଟର୍ସଙ୍କୁ ଟାଇଟନିକ ପୋଜରେ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More