Only for Entertainment

ଆୟୂଷ୍ମାନ ନିଜର ଆଗାମୀ ଅପକମିଂ ଫିଲ୍ମ ‘ଡ୍ରିମଗର୍ଲ’କୁ ନେଇ କହିଲେ କିଛି ଏଭଳି !

20

ବଲିଉଡ ଅଭିନେତ୍ରୀ ଆୟୁଷ୍ମାନ ଖୁରାନା ନିଜ ଶାନଦାର ଅଭିନୟରେ ଲୋକଙ୍କ ମଧ୍ୟରେ ଏକ ଭିନ୍ନ ପରିଚୟ ବନାଇଛନ୍ତି । ଶୁଜିତ ସରକାରଙ୍କ ଫିଲ୍ମ ‘ବିକି ଡୋନର’ରେ ଡେବ୍ୟୁ କରିଥିବା ଆୟୁଷ୍ମାନ ଅଂଧାଧୁନ, ଶୂଭ ମଙ୍ଗଳ ସାବଧାନ ଏବଂ ବଧାଇ ହୋ ଭଳି ଫିଲ୍ମ କରି ଫିଲ୍ମ ଜଗତରେ ଏକ ନିଆରା ଜାଗା ବନାଇଛନ୍ତି । ସେ ନିଜ ଅନସ୍କ୍ରିନ ପରଫର୍ମାନ୍ସରେ କୋଟି କୋଟି ଫ୍ୟାନ୍ସଙ୍କ ମନ ଜିତିଛନ୍ତି । ଆୟୁଷ୍ମାନ କିଛିଦିନ ହେବ ନିଜ ଅପକମିଂ ଫିଲ୍ମ ‘ଆଟିର୍କଲ ୧୫’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ।

ସେହିଭଳି ସେ ଆଉ ଏକ ଫିଲ୍ମ ‘ଡ୍ରିମ ଗର୍ଲ’କୁ ନେଇ ଲାଇମଲାଇଟରେ ରହିଛନ୍ତି । ନିର୍ଦ୍ଦେଶକ ରାଜ ଶାଣ୍ଡିଲ୍ୟଙ୍କ ଏହି ଫିଲ୍ମରେ ଆୟୁଷ୍ମାନଙ୍କ ବିପକ୍ଷରେ ନୁସରତ ଭରୁଚା ନଜର ଆସିବେ ।

ବିଶେଷ ସୂତ୍ରରୁ ପ୍ରକାଶ ଯେ ନିର୍ଦ୍ଦେଶକ ରାଜ ଆୟୁଷ୍ମାନଙ୍କୁ ଭୂମିକା ପାଇଁ ୧୦ମିନିଟରେ ବୁଝାଇଦେଇଥିଲେ । ୧୦ମିନିଟ ଆୟୁଷ୍ମାନ ସ୍କ୍ରିପ୍ଟ ଦେଖି ହଁ କରିଦେଇଥିଲେ । ରାଜ ଜଣେ ଭଲ ଲେଖକ । ଆୟୁଷ୍ମାନ ଏହି ଫିଲ୍ମକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More