Only for Entertainment

ଦିଶାଙ୍କ ଭିଡିଓରେ ଝୁମି ଉଠିଲା ସୋସିଆଲ ମିଡିଆ !

indiatimes
0 51

ଆଜିକାଲି ଅନେକ କଳାକାର ନିଜ ଫ୍ୟାନ୍ସଙ୍କ ସହ ସୋସିଆଲ ମିଡିଆରେ ଯୋଡି ହୋଇ ରହୁଛନ୍ତି । ଏହି କାରଣରୁ କଳାକାର ମାନେ ସମୟ ସମୟ ପରିବର୍ତ୍ତନରେ ସୋସିଆଲ ମିଡିଆ ଜରିଆରେ ନିଜ ଆକାଉଂଟରେ ଫଟୋ ଏବଂ ଭିଡିଓ ସେୟାର କରିବା ପ୍ରଶଂସକଙ୍କ ସହ ଯୋଡି ହୋଇ ରହୁଛନ୍ତି ।

ନିଜ ଗ୍ଲାମରସ ଅନ୍ଦାଜ ପାଇଁ ପ୍ରସିଦ୍ଧ ଥିବା ଦିଶା ପଟାନୀ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଛନ୍ତି । ସେ ଇନ୍ଷ୍ଟାଗ୍ରାମ ଜରିଆରେ ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରହୁଛନ୍ତି । ଏବେ ଏହି ପ୍ଲାଟଫର୍ମରେ ଏକ ଭିଡିଓ ସେୟାର ହୋଇଛି । ମାତ୍ର ଏହି ଭିଡିସ ଦିଶା ସେୟାର କରିନାହାନ୍ତି ।

disha patni

ଭିଡିଓରେ ଦିଶା ବହୁତ ସୁନ୍ଦର ଦିଶିବା ସହ ସୁନ୍ଦର ଡ୍ୟାନ୍ସ କରୁଥିବା ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More