Only for Entertainment

ବାଗୀ୩’ର ଗୀତ ‘ଦଶ ବହାନେ’ ଶୁଣିଛନ୍ତି କି? ତେବେ ଡେରି ନ କରି ଦେଖନ୍ତୁ !!

278

ବାଗୀ ୩’ର ଟ୍ରେଲର ପରେ ଟାଇଗର ଶ୍ରଫ ଏବଂ ଶ୍ରଦ୍ଧା କପୂରଙ୍କ ଫିଲ୍ମ ଗୀତ ‘ଦଶ ବାହାନେ’ରିଲିଜ ହୋଇଛି । ଯେଉଁଥିରେ ଦୁଇ କଳାକାର ଧମାଲ ମଚାଉଥିବାର ନଜର ଆସିଛନ୍ତି । ଏହି ଗୀତରେ ଅଭିଶେକ ବଚ୍ଚନ, ସୁନୀଲ ସେଟ୍ଟୀ, ଜାଏଦ ଖାନ ଏବଂ ସଂଜୟ ଦତ୍ତ ଷ୍ଟାରର ଫିଲ୍ମ ‘ଦଶ’ର ଆଇକନିକ ଗୀତ ‘ଦଶ ବହାନେ’ ଖୁବ ସୁନ୍ଦରରେ ରିକ୍ରିଏଟ କରାଯାଇଛି । ଏଠାରେ ଆମେ କହି ରଖୁଛୁ ଯେ ଶ୍ରଦ୍ଧା ଏବଂ ଟାଇଗରଙ୍କ ଏହି ଫିଲ୍ମ ୨୦୨୦ ମାର୍ଚ୍ଚ ୬’ରେ ରିଲିଜ ହେବ ।

ବାଗୀ୩’ର ପାୱାର ପ୍ୟାକ ଟ୍ରେଲର ପରେ ଶ୍ରଦ୍ଧା କପୂର ଏବଂ ଟାଇଗର ଶ୍ରଫଙ୍କ ଏହି ଫିଲ୍ମ ଗୀତ ‘ଦଶ ବହାନେ’ରିଲିଜ ହୋଇଛି । ଏହି ଗୀତରେ ଶ୍ରଦ୍ଧା ଓ ଟାଇଗରଙ୍କ ସେହିଭଳି ଏନର୍ଜି ନଜର ଆସିଛି, ଯାହାକୁ ଦର୍ଶକଙ୍କ ଆଶା ରହିଥିଲା । ଏମାନଙ୍କର ଏହି ଜବରଦସ୍ତ ମୁଭ୍ସ ଠାରୁ ଆପଣ ନଜର ହଟାଇ ପାରିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More