Only for Entertainment

ଆସନ୍ତା ବର୍ଷ ବଡ଼ ଧମାକା କରିବେ ବାହୁବଳୀ ନିର୍ଦ୍ଦେଶକ ରାଜମୌଲି ।

33

ସୁପର ଡୁପର ହିଟ ଫିଲ୍ମ ବାହୁବଳୀର ନିର୍ଦ୍ଦେଶକ ରାଜମୌଲି ଆସନ୍ତା ମେଗା ଫିଲ୍ମ ଆରଆରଆରକୁ ନେଇ କରିଛନ୍ତି ବଡ଼ ଖୁଲାସା । ଫିଲ୍ମକୁ ପ୍ରସ୍ତୁତ କରିବା ପାଇଁ ୧ ବର୍ଷ ଲାଗିପାରେ । କହିରଖୁଛୁଯେ ରାଜମୌଲି କିଛିଦିନ ପୂର୍ବରୁ କହିଛନ୍ତିଯେ ଦର୍ଶକ ଏହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

ବାହୁବଳୀ ଠାରୁ ମଧ୍ୟ ଜବରଦସ୍ତ କାହାଣୀ ସହିତ ଆରଆରଆରରେ ତେଲୁଗୁ ସିନେମାର ବଡ଼ ସୁପରଷ୍ଟାର ରାମ ଚରଣ ଏବଂ ଜୁନିଅର ଏନଟିଆର ଏକା ସହିତ ସ୍କ୍ରିନ ଶେୟାର କରୁଥିବାର ନଜର ଆସିବେ । ରାଜମୌଲି ଯିଏ ଦମଦାର କାହାଣୀକୁ ନେଇ ଖୁବ ପ୍ରସିଦ୍ଧ ସେ ଲମ୍ବା ସମୟର ପ୍ରି ପ୍ରଡକ୍ସନ ପାଇଁ ମଧ୍ୟ ବେଶ ଜଣାଶୁଣା । ଫିଲ୍ମ ୨୦୨୦କୁ ରିଲିଜ ହେବ । ଫିଲ୍ମର ବଜେଟ ୩୦୦ କୋଟି । ଏହି ଫିଲ୍ମକୁ ୬ରୁ ଅଧିକ ଭାଷାରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More