Only for Entertainment

ବାଦାମ ଖୀରି ପ୍ରସ୍ତୁତି ପ୍ରଣାଳୀ

Foodviva
0 65

ସାମଗ୍ରୀ-

ଅଳ୍ପ ସିଝା ବାଦାମ- ୧କପ
ଖୀର- ୫ କପ
ଚିନି- ଅଧ କପ
ଗୁଜୁରାତି- ୨ରୁ ୩ ଟି
କେସର- ୧ ଚାମଚ

ପ୍ରଣାଳୀ-
୧/୪ ବାଦାମକୁ ଛେଟ ଛୋଟ କରି ଲମ୍ବାରେ କାଟି ଦିଅନ୍ତୁ । ବାକି ବାଦାମକୁ ଅଳ୍ପ କ୍ଷୀରରେ ବାଟି ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ । ଏହାପରେ ଏକ ପ୍ୟଆ ନ ନେଇ କ୍ଷୀରକୁ ଫୁଟାନ୍ତୁ ଯେଉଁ ପର୍ଯ୍ୟନ୍ତ କ୍ଷୀର ଏହା ଅଧା ନହୋଇଛି । ଏହାପରେ କ୍ଷୀରରେ ବାଦାମ ପେଷ୍ଟ, ଚିନି, ଗୁଜୁରାତି ଗୁଣ୍ଡ ଏବଂ କେସର ପକାନ୍ତୁ । ବର୍ତ୍ତମାନ ଆଂଚକୁ ୨-୩ ମିନିଟ ପାଇଁ ଧିମା କର କିଛି ସମୟ ଫୁଟିବାକୁ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ବାଦାମ ଖୀରି । ଥଣ୍ଡା ହେବାପରେ ଏହାକୁ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More