Only for Entertainment

ରିଲିଜ ହେଲା ବଧାଇ ହୋ’ ଫିଲ୍ମର ପୋଷ୍ଟର ଏବଂ ଟ୍ରେଲର !

timesnow
0 34

ସୋସିଆଲ ମିଡିଆରେ ଗତ କିଛି ଦିନ ପୂର୍ବେ ସସପେନ୍ସ ରଖିବା ପରେ ଫାଇନାଲି ମେକର୍ସ ଏହି କଥାର ଖୁଲାସା କରିଥିଲେ ଯେ ୧୧ସେପ୍ଟେମ୍ବରରେ ବଧାଇ ହୋ ଫିଲ୍ମର ଟ୍ରେଲର ଆସିବାକୁ ଯାଉଛି । କିନ୍ତୁ ଏହା ପୁର୍ବରୁ ମେକର୍ସ ଫିଲ୍ମର ୩ଟି ପୋଷ୍ଟର ରିଲିଜ କରିଛନ୍ତି । ଆୟୁଷ୍ମାନ ଖୁରାନା ଏବଂ ସାନ୍ୟା ମଲହୋତ୍ରାଙ୍କ ବଧାଇ ହୋ ପୋଷ୍ଟର ଖୁବ ମଜାକିଆ ହୋଇଛି ।

ଫିଲ୍ମରେ ଏହି ୩ଟି ପୋଷ୍ଟରରେ ଫିଲ୍ମର ମୁଖ୍ୟ କଳାକାର ଆୟୁଷ୍ମାନ ଖୁରାନା, ସାନ୍ୟା ମଲହୋତ୍ରା ଏବଂ ଗଜରାଜ ରାଓ ନଜର ଆସିଛନ୍ତି । ଏହାର ଟ୍ରେଲର ରିଲିଜ ଦେଖିବାକୁ ମିଳିଛି । ଯାହା ଦେଖି ଆପଣ ନିଜ ହସକୁ ରୋକି ପାରିବେ ନାହିଁ । ୨ମିନିିଟ ୪୩ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ପ୍ରଥମେ ଡାଏଲଗରୁ ଆରମ୍ଭ ହୋଇଛି ଯେ ଘରକୁ କୁଣିଆ ଆସୁଛନ୍ତି । ଏହି ଡାଏଲଗ କିଛି ନୂଆ ନୁହେଁ ବରଂ ଏହି ଡାଏଲଗ ଫିଲ୍ମ ପାଇଁ ଭିନ୍ନ ଅଟେ । ଫିଲ୍ମରେ କାହାଣୀ ବିଲକୁଲ ଭିନ୍ନ ହୋଇଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More