Only for Entertainment

ଗୋଟିଏ ପରଦାରେ ମହାନାୟକ ଓ ବାଦଶାହ । କିମ୍ବଦନ୍ତୀର ଅନନ୍ୟ ନାମ ।

bollywood tadka
45

ବହୁ ପ୍ରତିକ୍ଷୀତ ‘ବଦଲା’ ବଲିଉଡ ମେଗାଷ୍ଟାର ଶାହାରୁଖ ଖାନ ଏବଂ ଅମିତାଭ ବଚ୍ଚନ ଅଭିନୀତ ଅନପ୍ଲଗଡ଼ର ପ୍ରଥମ ଏପିସୋଡ ଆଜି ରିଲିଜ ହୋଇଛି । ଏପିସୋଡରେ ଦୁଇ ଆକ୍ଟରଙ୍କ ଶୃଙ୍ଖଳା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।

ନିକଟରେ ରିଲିଜ ହୋଇଥିବା ବଦଲାର ମନଲୋଭା ଟିଜର ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ଭରି ଦେଇଛି । କାରଣ ଗୋଟିଏ ସ୍କ୍ରିନରେ ନଜର ଆସିଛନ୍ତି ଦୁଇ କିମ୍ବଦନ୍ତୀ ।ଏହି ଭିଡ଼ିଓକୁ ଅଧିକାଂଶ ଥର ଦେଖାଯାଉଛି । ଏହା ଏକ ଆକର୍ଷକ ଏପିସୋଡ । ନୂଆ ପରଦାରେ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି ତାରକା ।

ଦୀର୍ଘ ସମୟ ପରେ ଗୋଟିଏ ପରଦାରେ ନଜର ଆସିଥିବା ଦୁଇ ତାରକା ଦର୍ଶକଙ୍କ ମନୋରଂଜନ କରିବାରେ କୌଣସି ସୁଯୋଗ ଆତଛଡ଼ା କରିନାହାଁନ୍ତି ।

ବଦଲା ଏକ କ୍ରାଇମ ଥ୍ରିଲର ଡ୍ରାମା । ଯାହା ଦର୍ଶକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ । ନିର୍ମାତା ଖୁବଶୀଘ୍ର ଏହାର ଦ୍ୱିତୀୟ ଏପିସୋଡ ଜାରି କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More