Only for Entertainment

‘ବାହୁବଳୀ’ ଫେମ୍ ଅଭିନେତ୍ରୀ ନୋରା ଫତେହୀଙ୍କ ଆଉ ଏକ ଭିଡିଓ ଭାଇରାଲ, ଦେଖନ୍ତୁ ଭିଡିଓ

aajtak
0 111

‘ବାହୁବଳୀ’ ଫେମ ଅଭିନେତ୍ରୀ ନୋରା ଫତେହୀ ପୁଣିଥରେ ଚର୍ଚ୍ଚାରେ । ତାଙ୍କର ଏକ ମ୍ୟୁଜିକ ଭିଡିଓ ଇଣ୍ଟରନେଟରେ ଧୁମ ମଚାଇବା ପରେ ଏବେ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ମେକଅପ ଆର୍ଟିଷ୍ଟ ମାର୍ସ ପେଡରୋଜୋଙ୍କ ସହିତ ମେକଅପ ରୁମରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।

ଏହି ଭିଡିଓକୁ ନୋରା ୪ ମାସ ପୂର୍ବରୁ ଇନଷ୍ଟାଗ୍ରାମରେ ସେୟାର କରିଥିଲେ କିନ୍ତୁ ଏବେ ଏହାକୁ ନେଇ କମେଣ୍ଟ ଆସିବାରୁ ଏହା ଅଚାନକ ପୁଣିଥରେ ଭାଇରାଲ ହୋଇଛି । ସୂଚନା ଅନୁସାରେ ଏଣ୍ଟରଟେନମେଣ୍ଟ କି ରାତକୁ ଯିବା ପୂର୍ବରୁ ମେକଅପ ରୁମରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ଏହି ଅଭିନେତ୍ରୀ । ଏହାକୁ ନେଇ ଫ୍ୟାନ୍ସ ମଧ୍ୟ ବିଭିନ୍ନ କମେଣ୍ଟ ଦେଇଛନ୍ତି । ଏପରିକି ଫ୍ୟାନମାନେ ଲେଖିଛନ୍ତି ଏପରି ମେକଅପ କିଏ କରେ । ନୋରାଙ୍କ ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୮୮୮,୨୭୦ ରୁ ଅଧିକ ଭିଜ୍ୟୁ ମିଳି ସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More