Only for Entertainment

ପୁଣି ଥରେ ବାହୁବଲୀ ଦେଖିବାକୁ ମିଳିବ ସୁଯୋଗ, ବାହୁବଲୀ ୨ ପରେ ଦେଖିବାକୁ ମିଳିବ ଏହି ଫିଲ୍ମ !

PinkLeave
0 81

ଏସ ଏସ ରାଜା ମୌଲିଙ୍କ ଫିଲ୍ମ ବାହୁବଲୀ ସବୁଠାରୁ ଅଧିକ ସଫଳ ଏବଂ ବ୍ଲକବାଷ୍ଟର ଫିଲ୍ୱ ଲିଷ୍ଟରେ ସାମିଲ ଅଟେ ଏବଂ ଏହି ଫିଲ୍ମ ଅନେକ ରେକର୍ଡ କରିଥିଲା ମଧ୍ୟ । ଏହି ଫିଲ୍ମ ଏବଂ ଏଥିରେ ଥିବା ସମସ୍ତ କଳାକାର ସମସ୍ତଙ୍କ ମନରେ ରହିଛନ୍ତି । ଏବେ ବାହୁବଲୀକୁ ଫ୍ୟାନ୍ସ ମାନଙ୍କ ପାଇଁ ଖୁସି ଖବର ଆସିଛି , କାରଣ ପୁଣି ଥରେ ଦର୍ଶକ ଦେଖିବାକୁ ପାଇବେ ବାହୁବଲୀଙ୍କୁ ।

ଆଜ୍ଞା ହଁ ଫିଲ୍ମ ବାହୁବଲୀ ଏବେ ପୁଣି ଥରେ ଲୋକଙ୍କୁ ମନୋରଂଜନ କରାଇବ ମାତ୍ର ଏଥର ହେବ ଏହାର ପ୍ରିକ୍ୱେଲ । ଯଦି ଆପଣ ଏହା ଭାବୁଛନ୍ତି ଏହା ବାହୁବଲୀର ଆରମ୍ଭ କିମ୍ବା କନକ୍ଲୁଜନ ତେବେ ଆପର ଭୂଲ ହୋି ପାରନ୍ତି । କଥା ହେଉଛି ବାହୁବଲୀ କାହାଣୀ ୱେବ ସିରିଜ ଜରିଆରେ ଦେଖିବାକୁ ମିଳିବ । ଏହାର ଘୋଷଣା କରିଛନ୍ତି ୱେବ ସିରିଜର ବଡ କମ୍ପାନୀ ନେଟ ଫ୍ଲିକ୍ସ । ଏହା ବିଷୟରେ ଟ୍ୱିଟରରେ ଏକ ଭିଡିଓ ଶେୟାର କରି ଲେଖିଛନ୍ତି ବାହୁବଲୀ ବିଫୋର ଦ ବିଗନିଙ୍ଗ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More