Only for Entertainment

ଯେତେବେଳେ ଆଥଲେଟ ଦୁତି ଚାନ୍ଦଙ୍କ ସହ କପିଲ ଲଗାଇଲେ ରେସ, ହାରିଲେ ବାଜି !

45

ଦ କପିଲ ଶର୍ମା ଶୋ’ରେ ପୁଣି ଥରେ ସୋନି ଟିିଭି ଧମାଲ ମଚାଇବାରେ ଲାଗିଛି । ସବୁଥର କପିଲ କିଛି ନୂଆ ନୂଆ ଗେଷ୍ଟଙ୍କୁ ଡାକିଥାଆନ୍ତି । ସବୁଥର ଭଳି ଏଥର ଶୋ’ରେ ଷ୍ଟାର ଡ୍ରାଗ ଫ୍ଲିକର ସନ୍ଦୀପ ସିଂ, ଭାରତୀୟ ଫୁଟବଲ ଟିମର ପୂର୍ବ କ୍ୟାପଟନ ବାଇଚୁଙ୍ଗ ଭୂଟିଆ ଏବଂ ଷ୍ଟାର ଆଥଲେଟ ଦୂତି ଚାନ୍ଦ ପହଂଚିଥିଲେ । ଶୋ’ରେ କପିଲ ତାଙ୍କ ଟିମ ସହ ଏଂଜୟ କରୁଥିବାର ନଜର ଆସିଥିଲେ । ଟିଭି ସହ ଉପସ୍ଥିତ ଦର୍ଶକ ମଧ୍ୟ ସେଠାରେ କାର୍ଯ୍ୟକ୍ରମକୁ ଖୁବ ଉପଭୋଗ କରି୍ଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ଏବେ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ ଖୁବ ଧମାଲ ମଚାଇବାରେ ଲାଗିଛି । ଶୋ’କୁ ଆସୁଥିବା ସମସ୍ତ କଳାକାରଙ୍କ ସହ କପିଲ ଶର୍ମା ଖୁବ ମସ୍ତି କରନ୍ତି ।

ତେବେ ଶୋ’ରେ କପିଲ ଦୌଡରାଣୀ ଦୂତି ଚାନ୍ଦଙ୍କ ସହ ରେସ ଲଗାଇଥିଲେ । ଏହି ରେସରେ କପିଲ ଶର୍ମାଙ୍କୁ ମାତ ଦେଇ ଦୂତି ଚାନ୍ଦ ଜିତି ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More