Only for Entertainment

ବଜରଙ୍ଗୀ ଭାଇଜାନକୁ ପୂରିଲା ୩ ବର୍ଷ,ମୁନି ସହିତ ସଲମାନଙ୍କ ଅନସିନ ଫଟୋ ଭାଇରାଲ ।

aajtak
0 56

ସଲମାନଙ୍କ ବଜରଙ୍ଗୀ ଭାଇଜାନକୁ ୩ ବର୍ଷ ପୂରିଯାଇଛି । ଫିଲ୍ମରେ ସଳମାନଙ୍କ ବ୍ୟତୀତ କରୀନା କପୁର,ନବଜୁଦ୍ଦିନ ସିଦିକ,ହର୍ଷାଲୀ ମଲହୋତ୍ରା ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ୩ ବର୍ଷ ପୂରଣ ହେବାରୁ ଶିଶୁ କଳାକାର ହର୍ଷାଲୀ ସଲାମାନଙ୍କ ସହିତ ଏକ ଅନସିନ ଫଟୋ ସେୟାର କରିଛନ୍ତି । ଏହା ସହିତ ସେ ଅନସିନ ବୋଲି ମଧ୍ୟ କ୍ୟାପ୍ସନ ଦେଇଛନ୍ତି । ଅବଶ୍ୟ ଫଟୋରେ ଦୁଇଜଣ ଖୁବ କ୍ୟୁଟ ଲାଗୁଛନ୍ତି ।

 


ବଜରଙ୍ଗୀ ଭାଇଜାନ ବକ୍ସ ଅଫିସରେ ଜବରଦସ୍ତ ଇନକମ କରିଥିଲା । ଫିଲମ୍କୁ ଦର୍ଶକ ଖୁବ ପ୍ରଂଶସା ମଧ୍ୟ କରିଥିଲେ । ଏହି ଫିଲ୍ମ ୩୦୦ କୋଟି କ୍ଲବରେ ପ୍ରବେଶ କରିଥିବା ପ୍ରଥମ ଫିଲ୍ମ ଥିଲା । ମୁଭି ଭାରତ ବ୍ୟତୀତ ଭାରତ ବାହାରେ ମଧ୍ୟ ସାନଦାର ଇନକମ କରିଥିଲା । ସବୁଠାରୁ ଖାସ କଥା ହେଉଛି ଚୀନରେ ଏହି ଫିଲ୍ମ ଜବରଦସ୍ତ ଇନକମ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More