Only for Entertainment

ଈଦରେ ଦାୱତ ଖାଇବା ପାଇଁ ଯାଇଥିଲେ ବନ୍ଧୁଙ୍କ ଘରକୁ , ପ୍ଲେଟ ଖୋଲି ଦେଖିଲା ପରେ କରିବାକୁ ଲାଗିଲେ ଚିତ୍କାର !

0 83

ସୋସିଆଲ ମିଡିଆରେ ପ୍ରାଙ୍କ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯାହା ଦେଖି ଆପଣ ମଧ୍ୟ ହସି ହସି ଗଡିଯିବେ । ଈଦର ଜଣେ ବ୍ୟକ୍ତି ବନ୍ଧୁଙ୍କ ଘରକୁ ଖାଇବାକୁ ଯାଇଥିଲେ । କିନ୍ତୁ ପ୍ଲେଟ ଖୋଲୁ ଖୋଲୁ ଘଟିଲା କିଛି ଏଭଳି ସମସ୍ତେ ଚିତ୍କାର କରି ଦୌଡିବାକୁ ଲାଗିଥିଲେ । ଅସଲରେ ପ୍ଲେଟରେ ଥିଲା ଗୁଡାଏ ସାପ ଯାହାକୁ ଦେଖି ସମସ୍ତେ ଗେଟ ଖୋଲି ବାହାରକୁ ଯିବା ଲାଗି ପ୍ରୟାସ କରିଥିଲେ । ଈଦରେ ହୋଇଥିବା ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯାହା ଖୁବ ଶେୟାର ହେବାରେ ଲାଗିଛି ।

ଏହି ଭିଡିଓ ଲୋକମାନେ ଖୁବ ପସନ୍ଦ କରୁଛନ୍ତି । ଏହି ଭିଡିଓକୁ ପ୍ରେମୀ ସେନୀ ନାମକ ଏକ ବ୍ୟକ୍ତି ଶେୟାର କରିଛନ୍ତି । ଯାହାକୁ ଏବେ ପର୍ଯ୍ୟନ୍ତ ୪୦ଲକ୍ଷ ଭ୍ୟୁ ମିଳି ସାରିଲାଣି । ୧ଲକ୍ଷରୁ ଉଦ୍ଧ୍ୱର୍ ଥର ଶେୟାର କରାଯାଇ ସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More