Only for Entertainment

ଭିଜେ ବାନୀଙ୍କ ଟ୍ରୋଲର୍ସ କହିଲେ- ଟାଟୁ କେ ଦୁକାନ, ଏହା ଉପରେ ଭିଡିଓ ଜରିଆରେ ବାନୀ ଦେଲେ କଡା ଜବାବ ।

youtube
0 44

ଭିଜେ ବାନୀଙ୍କ ନାଁରେ ପ୍ରସିଦ୍ଧ ଅଭିନେତ୍ରୀ ଗୁରବାନି ଜଜ ତାଙ୍କୁ ଟ୍ରୋଲ କରିଥିବା ଦର୍ଶକଙ୍କୁ ଜବାବ ଦେବା ପାଇଁ ଏକ ଗୀତ ଗାଇଛନ୍ତି । ଏକ ରିପୋର୍ଟ ମୁତାବିକ ସେ ଏକ ଡିଜିଟାଲ ଚ୍ୟାନେଲ ‘ରାଇଜ ବାଏ ଟିଏଲସି’ଉପରେ ଏକ ଶୋ ଟ୍ରୋଲ୍ଡ ପାଇଁ ଗୀତ ଗାଇଛନ୍ତି । ଦେଖନ୍ତୁ ଭିଡିଓ-

ବାନୀଙ୍କୁ ଯେତେବେଳେ ଏହି ଗୀତ ଗାଇବା ଲାଗି ପ୍ରସ୍ତାବ ଆସିଥିଲା ସେ ଖୁବ ଖୁସି ହୋଇ ଯାଇଥିଲେ । ଡିସ୍କୋବରୀ କମ୍ୟୁନିକେଶନ ଇଣ୍ଡିଆର ପ୍ରିମିଅମ ଏବଂ ଡିଜିଟାଲ ନେଟୱର୍କସର ଉପାଧ୍ୟକ୍ଷ ଜୁଲ୍ଫିଆ ବାରିସ କହିଛନ୍ତି ‘ରାଇଜ ବାଇ ଟିଏଲସି’ଏକ ଏଭଳି ମଂଚ ଅଟେ ଯାହା ମହିଳା ମାନଙ୍କୁ ନିଜ ରାୟ ସରଳ ଏବଂ ମନୋରଂଜକ ଭାବେ ପରିବେଶଣ କରିବାକୁ ସୁଯୋଗ ପ୍ରଦାନ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More