Only for Entertainment

ରକ୍ତ ସମ୍ବଦ୍ଧିତ ସମସ୍ୟାରୁ ମୁକ୍ତି ଦେଇଥାଏ କଂଚା ଆମ୍ବ,ଜାଣନ୍ତୁ କିପରି ।

inz bc.org
0 56

କଂଚା ଆମ୍ବର ଫାଇଦା ବିଷୟରେ ସମସ୍ତେ ଜାଣନ୍ତି । ଗରମ ଦିନ ଆସିବା ମାତ୍ରେ ପ୍ରତ୍ୟକ ସ୍ଥାନରେ ଆମ୍ବ ଦେଖିବାକୁ ମିଳିଥାଏ । ଆମ୍ବ ଏପରି ଏକ ଫଳ ଯାହାକୁ କଂଚା ଏବଂ ପାଚିଲା ଉଭୟ ଅବସ୍ଥାରେ ବ୍ୟବହାର କରାଯାଏ । କଂଚା ଆମ୍ବରେ ଭିଟାମିନ ଏ,ଭିଟାମିନ ସି,ଭିଟାମିନ ଇ,ଭିଟାମିନ କେ,କ୍ୟାଲସିୟମ,ଫସଫରସ ଏବଂ ପର୍ଯ୍ୟାପ୍ତ ପରିମାଣରେ ରହିଥାଏ । ଆସନ୍ତୁ ଜାଣିବା ଏହାର ଅନ୍ୟ ଫାଇଦା ବିଷୟରେ ।

କଂଚା ଆମ୍ବକୁ ନିୟମିତ ଖାଇବା ଦ୍ୱାରା କେଶ ଚମକିଥାଏ ଏବଂ କଳା ମଧ୍ୟ ହୋଇଥାଏ । ଏହା ବ୍ୟତୀତ ତ୍ୱଚା ସମ୍ବଦ୍ଧୀୟ ସମସ୍ୟା ରହିନଥାଏ ।

କଂଚା ଆମ୍ବ ଖାଇବା ଦ୍ୱାରା ରକ୍ତ ସମ୍ବଦ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଯଦି ଏସିଡିଟି,ଗ୍ୟାସ ଆଦି ସମସ୍ୟା ଦେଖା ଦେଉଥାଏ,ତେବେ କଂଚା ଆମ୍ବ ଖାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ । ଏହା କୋଷ୍ଠ କାଠିନ୍ୟ ସମସ୍ୟାରୁ ବଂଚାଇଥାଏ ।

ବାନ୍ତି ଆସିଲେ କଂଚା ଆମ୍ବ ସହିତ କଳା ଲୁଣ ମିଶାଇ ଖାଆନ୍ତୁ । ସମସ୍ୟାରୁ ମୁକ୍ତି ମିଳିବ ।

ଆମ୍ବ ଖାଇବା ଦ୍ୱାରା ସୁଗାର ସ୍ତର କମ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଆଇରନ ବୃଦ୍ଧି ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More