Only for Entertainment

ଅନୁଭବ ଓ ପରିବାରଙ୍କ ସହିତ ଜନ୍ମଦିନ ପାଳନ କଲେ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ।ଦେଖନ୍ତୁ ଭିଡ଼ିଓ ।

Odisha Sun Times
0 82

ଜନ୍ମଦିନ ଏଭଳି ଏକ ଦିନ ଯାହା ସମସ୍ତଙ୍କ ପାଇଁ ଖୁବ ଖାସ,ଏବଂ ଏହାକୁ ସମସ୍ତେ ଖୁବ ଧୁମଧାମରେ ପାଳନ କରିଥାନ୍ତି । ସାଧାରଣ ଲୋକ ହୁଅନ୍ତୁ କିମ୍ବା କୌଣସି ସେଲିବ୍ରେଟୀ । ଜନ୍ମ ଦିନ ପାଳନ କରିବାର ଉତ୍ସାହ ସମସ୍ତଙ୍କ ମନରେ ରହିଥାଏ । କିନ୍ତୁ ନିଜ ପ୍ରିୟ ସେଲିବ୍ରେଟୀ ତାଙ୍କ ଜନ୍ମଦିନ କିଭଳି ପାଳନ କରନ୍ତି ଏହା ଜାଣିବାକୁ ସମସ୍ତେ ଇଛା ରଖିଥାନ୍ତି । ଆଜି ସେହିଭଳି ଜଣେ ଓଡ଼ିଆ ଅଭିନେତ୍ରୀଙ୍କ ଜନ୍ମଦିନ,ଯାହାକୁ ସେ ନିଜ ପରିବାର ସହିତ ଖୁବ ଧୁମଧାମରେ ପାଳନ କରିଛନ୍ତି । ସେ ଅନ୍ୟ କେହି ନୁହଁନ୍ତି ସେ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସେ ପତି ଅନୁଭବ ମହାନ୍ତି ଏବଂ ପରିବାରଙ୍କ ସହିତ ଜନ୍ମଦିନ ପାଳନ କରିଛନ୍ତି । ଦେଖନ୍ତୁ ଫଟୋ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More