Only for Entertainment

ସୁଇ ଧାଗାର ପ୍ରମୋଶନ ପାଇଁ ‘ଇଣ୍ଡିଆଜ ବେଷ୍ଟ ଡ୍ରାମେବାଜ’ ସେଟ୍ରେ ପହଂଚିଲେ ବରୁଣ ଏବଂ ଅନୁଷ୍କା ।

www.jagran.com
0 34

ବରୁଣ ଧାୱନ ଏବଂ ଅନୁଷ୍କା ଶର୍ମା ତାଙ୍କର ଆଗାମୀ ଫିଲ୍ମ ସୁଇ ଧାଗାର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ସେଥିପାଇଁ ତାଙ୍କୁ ବିଭିନ୍ନ ରିଆଲିଟି ଶୋ’କୁ ଯିବାକୁ ପଡ଼ୁଛି । ନିକଟରେ ବରୁଣ ଏବଂ ଅନୁଷ୍କା ରିଆଲିଟି ଶୋ ‘ଇଣ୍ଡିଆଜ ବେଷ୍ଟ ଡ୍ରାମେବାଜ’ରେ ପହଂଚିଥିଲେ । ଯେଉଁଥିରେ ସେ ଏକ ଭିନ୍ନ ଅନ୍ଦାଜରେ ପହଂଚିଥିଲେ ଏବଂ ଦର୍ଶକ ଏହାକୁ ଖୁବ ପସନ୍ଦ ମଧ୍ୟ କରିଥିଲେ ।

ସବୁଠାରୁ ଖାସ କଥା ହେଉଛି ଅନୁଷ୍କା ଖୁବ ଗ୍ଲାମରସ ଅନ୍ଦାଜରେ ନଜର ଆସିଥିଲେ । ଅନ୍ୟ ପକ୍ଷରେ ବରୁଣ କାଜୁଆଲ ଲୁକରେ ନଜର ଆସିଥିଲେ । ତେବେ ଏହି ଫିଲ୍ମ ମାଧ୍ୟମରେ ସେମାନେ ଏକ ବୃତ୍ତିକୁ ନେଇ ଭିନ୍ନ ପ୍ରକାରର ଉଦାହରଣ ସାଜିଛନ୍ତି ଏବଂ ଏକ ପ୍ରେରଣା ମଧ୍ୟ । ଯାହା ସ୍ୱେଦେଶୀ ନାମକୁ ନେଇ ଲୋକଙ୍କ ସାମ୍ନାରେ ପର୍ଯ୍ୟବେଷଣ କରାଯାଇଛି ।

ବରୁଣ ଏବଂ ଅନୁଷ୍କାଙ୍କ ଅଭିନୀତ ଫିଲ୍ମ ସୁଇ ଧାଗା ସେପ୍ଟେମ୍ବର ୨୮ରେ ସିନେମା ଘରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More