Only for Entertainment

ମହୁ ଓ ତୁଳସୀପତ୍ର ମିଶ୍ରଣରେ ଦୂର କରନ୍ତୁ ରକ୍ତଚାପ ।

youtube
43

ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କୁ ଲୋ-ବ୍ଲଡ୍‌ପ୍ରେସର୍‌ ହୋଇଥାଏ। ବସିବା ଜାଗାରୁ ଉଠି ପଡ଼ିଲେ ହଠାତ୍‌ ଅନ୍ଧାର ଦିଶିବା, ହାଲିଆ ଲାଗିବା, ମୁଣ୍ଡ ବୁଲାଇବା ଆଦି ଲୋ-ବ୍ଲଡ୍‌ପ୍ରେସରର ଲକ୍ଷଣ। ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଏହାର ଅନେକ ଘରୋଇ ଉପଚାର ସମ୍ପର୍କରେ ପରାମର୍ଶ ଦିଆଯାଇଛି। ଅଧିକ ପାଣି ପିଇବା, ଅଳ୍ପ ଲୁଣ ସହିତ ୧ ଚାମଚ ଚିନିକୁ ଗ୍ଲାସ ପାଣିରେ ମିଶାଇ ପିଇବା ଦ୍ୱାରା ଲୋ-ବ୍ଲଡ୍‌ ପ୍ରେସର ଦୂର ହୋଇଥାଏ। ୧ ଚାମଚ ତୁଳସୀ ପତ୍ର ରସ ସହିତ ପାନ ପତ୍ର ରସ ଓ ଅଧ ଚାମଚ ମହୁ ମିଶାଇ ନିୟମିତ ସେବନ କଲେ ଏଥିରୁ ମୁକ୍ତି ମିଳିଥାଏ। ସକାଳେ ସନ୍ଧ୍ୟାରେ ୨ କୋଲା ରସୁଣ ଖାଇଲେ ଏଥିରୁ ମୁକ୍ତି ମିଳିଥାଏ। ୫୦ ଗ୍ରାମ ଚଣା ଏବଂ ୧୦ ଗ୍ରାମ୍‌ କିସିମିସ୍‌ ପାଣିରେ ଭିଜାଇ ସକାଳୁ ଚୋବାଇ ଖାଇଲେ ଲୋ- ବ୍ଲଡ୍‌ ପ୍ରେସର୍‌ ଦୂର ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More