Only for Entertainment

ଆପଣାନ୍ତୁ ଏହି ୪ଟି ଉପାୟ, ବଦଳି ଯିବ ଆର୍ଥିକ ସ୍ଥିତି

Vivomurcia
0 106

ଆର୍ଥିକ ପରିସ୍ଥିତି ତଥା ଚିନ୍ତାରୁ ଦୂରେଇ ରହିବାକୁ ଚାହୁଁଥିଲେ ମହିଳାମାନଙ୍କୁ ୪ଟି କାମ ଉପରେ ଗୁରୁତ୍ୱ ଦେବାକୁ ପଡିବ । ଏହି ଚାରୋଟି କାମ ଆପଣଙ୍କ ଘରର ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବା ସହିତ ଲକ୍ଷ୍ମୀଙ୍କ କୃପା ମଧ୍ୟ ମିଳିବାରେ ସହାୟକ ହେବ ।

  • ଘର ପୋଛିବା ସମୟରେ ପାଣିରେ ଲୁଣ ବା ସନେ୍ଧ÷ବ ଲବଣ ପକାନ୍ତୁ ।
  • ପ୍ରତି ଘରେ ୫୦ ଗ୍ରାମ ଫିଟିକିରି ନିଶ୍ଚୟ ରଖନ୍ତୁ । ଏହା ଫଳରେ ନକରାତ୍ମକ ଶକ୍ତିରୁ ମୁକ୍ତି ମିଳିଥାଏ ।
  • ଶୋଇବା ସମୟରେ ପୂର୍ବ ବା ଦକ୍ଷିଣ ଦିଗକୁ ମୁଣ୍ଡ ରଖି ଶୁଅନ୍ତୁ । ଏହାଦ୍ୱାରା ଆୟୁଷ ଏବଂ ଧନ ବୃଦ୍ଧି ହୋଇଥାଏ ।
  • ଘରେ ଝାଡୁ ଓ ପୋଛାକୁ ଖୋଲା ସ୍ଥାନରେ ରଖନ୍ତୁ ନାହିଁ । ବିଶେଷକରି ରୋଷେଇ ଘରେ ଆଦୌ ଝାଡୁ ରଖିବା ଅନୁଚିତ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More