Only for Entertainment

କ୍ୟାମେରା ଦେଖି ରଗିଗଲା ଛେଳି, ସିଙ୍ଘରେ କଲା ଆକ୍ରମଣ, ଦେଖନ୍ତୁ ଭିଡିଓ !

50

ବିବିସି କ୍ୟାମେରାମ୍ୟାନଙ୍କ ସହ ଜଙ୍ଗଲରେ କିଛି ଏଭଳି ଘଟିଛି, ଯାହାକୁ ସେ କେବେ ଭୂଲି ପାରିବେ ନାହିଁ । ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଗୋଟିଏ ଛେଳି କ୍ୟାମେରାମ୍ୟାନଙ୍କୁ ସିଙ୍ଘରେ ଆକ୍ରମଣ କରିଛି । ଏହି ଘଟଣା ସେତେବେଳେ ହୋଇଥିଲା ଯେତେବେଳେ ବିବିସିର କ୍ୟାମେରା କୃ ‘ଏନିମଲ ପାର୍କ-ଏକ ସିରିଜ’ନାମକ ଶୋ’ର ସୁଟିଂ କରୁଥିଲେ । ବିଲ୍ଟଶାୟରଙ୍କ ସଫାରୀ ପାର୍କ ସୁଟିଂ ସମୟରେ ଛେଳି ତାଙ୍କ ଉପରେ ଆକ୍ରମଣ କରିଛି ।

ଏହି ଭିଡିଓ ବିବିସି ସୋମବାର ପୋଷ୍ଟ କରିଛନ୍ତି । ଏକ ରିପୋର୍ଟ ମୁତାବକ , ଗୋଟିଏ ପାର୍କ କର୍ମଚାରୀ ତାଙ୍କୁ ଆଫ୍ରିକାର କ୍ୟାମରୁନ ଶିପ ସହ ଭେଟ କରାଇଥିଲେ । କ୍ୟାମରୁନ ମେଣ୍ଢା ଦୁନିଆର ସବୁଠାରୁ ଦୁର୍ଲଭ ଅଟେ । ବ୍ୟକ୍ତି ଜଣକୁ ଆକ୍ରମଣ ଏତେ କଷ୍ଟ ଦେଇଥିଲା ଯେ ସେ ତଳେ ପଡି ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More