Only for Entertainment

ପ୍ଲାଷ୍ଟିକ ଜାର ମଧ୍ୟରେ ତିନି ଦିନ ଫସି ରହିଲା ଭାଲୁ ଛୁଆର ମୁଣ୍ଡ,ଦେଖନ୍ତୁ ଭିଡ଼ିଓ ।

punjab kesari
29

କେବେ କେବେ ଜୀବଜନ୍ତୁ ମାନଙ୍କୁ ସେମାନଙ୍କ ନଟଖଟ ଗୁଣ ଯୋଗୁଁ ସେମାନେ ବିପଦରେ ପଡ଼ିଯାଆନ୍ତି ।ଏହିଭଳି କିଛି ଘଟଣା ଘଟିଛି ଏକ ଭାଲୁର ଛୁଆ ସହିତ । ବାସ୍ତବରେ ଆମେରିକାର ମେରୀଲ୍ୟାଣ୍ଡରେ ଏକ ଭାଲୁର ଛୁଆର ମୁଣ୍ଡ ଏକ ପ୍ଲାଷିକ ଜାର ମଧ୍ୟରେ ଫସି ଯାଇଥିଲା ।ସେଠାର ବନ୍ୟ ବିଭାଗ ଅଧିକାରୀ ଖୁବ ପରିଶ୍ରମ କରି ତାକୁ ବଂଚାଇଛନ୍ତି । କିନ୍ତୁ ଭାଲୁକୁ ଖୋଜିବା ପାଇଁ ସେମାନଙ୍କୁ ୩ ଦିନ ସମୟ ଲାଗିଗଲା ।

ବିବିସି ଖବର ଅନୁସାରେ ୪୫ କିଲୋ ଓଜନର ଭାଲୁର ଛୁଆକୁ ପ୍ରଥମେ ବେହୋସ କରାଗଲା ଏବଂ ତାହାପରେ ତାକୁ ଜାର ମଧ୍ୟରୁ ରକ୍ଷା କରାଗଲା ।ତେବେ ଭାଲୁର ମୁଣ୍ଡକୁ ସେଥିରୁ ବାହାର କରିବା ପରେ ତାକୁ ଜଙ୍ଗଲରେ ଛାଡ଼ି ଦିଆଗ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More