Only for Entertainment

ଗାଧୋଇବା ପୂର୍ବରୁ ଏହି ଅଙ୍ଗରେ ପ୍ରଥମେ ଢାଳନ୍ତୁ ପାଣି, ଦାରିଦ୍ର୍ୟରୁ ମିଳିବ ମୁକ୍ତି ।

Medical Daily
0 153

ଗାଧୋଇବା ପାଇଁ ଆପଣ କେବେବି କୌଣସି ପ୍ରକାରରେ ଗାଧୋଇ ପାରନ୍ତି । କିନ୍ତୁ ଶାସ୍ତ୍ର ଅନୁସାରେ ଗାଧୋଇବା ସମୟରେ ଗାଧୋଇବା ଢଙ୍ଗ ମଧ୍ୟ ଅନେକ କଥାର ମହୁତ୍ୱ ରଖିଥାଏ । ଆଜି ଆମେ ଆପଣଙ୍କୁ ବତାଇବୁ ଗାଧୋଇବା ସମୟରେ କେଉଁ ଅଙ୍ଗରେ ପ୍ରଥମେ ପାଣି ଢାଳିବା ଦ୍ୱାରା ଦାରିଦ୍ର୍ୟତା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ।

ସେମିତିତ ଗାଧୋଇଲା ବେଳେ ପ୍ରଥମେ ମୁଣ୍ଡ କିମ୍ବା ଗୋଡରେ ପାଣି ଢାଳିଥାଉ କିନ୍ତୁ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ ଯଦି ଆପଣ ଗାଧୋଇବା ସମୟରେ ପ୍ରଥମେ ଚେହେରାରେ ପାଣି ଢାଳୁଛନ୍ତି ତେବେ ଏହାଦ୍ୱାରା ଦାରିଦ୍ର୍ୟତା ଦୂର ହେବ ଏବଂ ଏଥିରୁ ମୁକ୍ତି ପାଇବେ । ଏହି କାରଣରୁ ପ୍ରଥମେ ଚେହେରାରେ ପାଣି ଢାଳନ୍ତୁ ଏହାପରେ ଅନ୍ୟ ଅଙ୍ଗରେ ପାଣି ଢାଳି ଗାଧାନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More