Only for Entertainment

ପଣା ସଂକ୍ରାନ୍ତିରେ ପ୍ରସ୍ତୁତ କରନ୍ତୁ ବେଲ ପଣା

Mamata Kitchen
0 71

ଆବଶ୍ୟକ ସାମଗ୍ରୀ:

ବେଲ, ଛେନା, ଚିନି, ଲଡୁ,କଳାଲୁଣ, କଦଳୀ, ନଡିଆ କୋରା ଓ ଗୋଲମରିଚ ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ବେଲରୁ ମଞ୍ଜି କାଢିଦିଅନ୍ତୁ। ଏହା ପରେ ବେଲକୁ ଭଲ ଭାବେ ଚକଟି ଦିଅନ୍ତୁ। ଏହାପରେ ଆବଶ୍ୟକ ପାଣି ଚିନି ପକାନ୍ତୁ।ଏହାପରେ ସମସ୍ତ ସାମଗ୍ରୀ ପକାଇ ଭଲଭାବେ ମିଶାନ୍ତୁ । ପ୍ରସ୍ତୁତ ହୋଇଗଲା ବେଲ ପଣା । ଏବେ ଏହାକୁ ପରଶନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More