Only for Entertainment

ଏହି ଗମ୍ଭୀର ରୋଗରୁ ରକ୍ଷା କରେ ବାସୀ ରୁଟି ।

navbharattimes.indiatimes
51

ବାସୀ ଖାଦ୍ୟ ଖାଇବାକୁ କେହି ପସନ୍ଦ କରନ୍ତି ନାହିଁ । କାରଣ କୁହାଯାଏ ଏହା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତିକି ବାସୀ ରୁଟି ଶରୀର ପାଇଁ ଖୁବ ଉପକାରୀ । ଏଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ଭରି ରହିଛି । ଅଧିକାଂଶ ସମୟରେ ରାତିରେ କରିଥିବା କିଛି ରୁଟି ବଳକା ରହିଯାଏ ଯାହାକୁ ଆମେ ସକାଳେ ଫିଙ୍ଗଦେଇଥାଉ । ଯଦି ଆଜି ଆପଣ ଏହାର ଫାଇଦା ବିଷୟରେ ଜାଣିବେ ତେବେ କେବେ ମଧ୍ୟ ଫିଙ୍ଗିବେ ନାହିଁ । ବାସୀ ରୁଟି କେତେକ ରୋଗର ଶତ୍ରୁ । ଯେପରି ମଧୁମେହ ।
୧. ମଧୁମେହ ଆଜିକାଲି ଏକ ବିରାଟ ସମସ୍ୟା ଏବଂ ଗମ୍ଭୀର ରୋଗ । ଯାହା ଦ୍ୱାରା ଜୀବନର ସମସ୍ତ ଖୁସି ଚାଲିଯାଏ । ସମସ୍ତ ଖାଦ୍ୟ ଖାଇବାକୁ ବାରଣ କରାଯାଏ । କିନ୍ତୁ ଯଦି ଆପଣ ଫିକା ଦୁଗ୍ଧ ସହିତ ବାସୀ ରୁଟିକୁ ମିଶାଇ ଖାଇବେ ତେବେ ମଧୁମେହ ଆପଣଙ୍କ ନିୟନ୍ତ୍ରଣକୁ ଆସିଯିବ ।
୨. ବାସୀ ରୁଟି ଖାଇବା ଦ୍ୱାରା ଏସିଡିଟିରୁ ମୁକ୍ତି ମିଳିଥାଏ ।
୩. ବାସୀ ରୁଟି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।
ଯଦି ଆପଣ ଥଣ୍ଡା ଦୁଗ୍ଧ ସହିତ ବାସୀ ରୁଟିକୁ ମିଶାଇ ଖାଇବେ ତେବେ ଖୁବ ଲାଭ ମିଳିବ ।
୪. ଯଦି ଆପଣ ଅଧିକାଂଶ ସମୟ ଚିନ୍ତାରେ ରହୁଛନ୍ତି ତେବେ ବାସୀ ରୁଟି ଖାଆନ୍ତୁ । ଏହା ଦ୍ୱାରା ସୁଫଳ ମିଳିବ ।
୫. ପେଟଜନିତ ସମସ୍ୟାରୁ ରକ୍ଷା କରେ ବାସୀ ରୁଟି ।
୬. ବାସୀ ରୁଟି ଆପଣଙ୍କୁ ସତେଜ ଅନୁଭବ କରିବାରେ ସାହାଯ୍ୟ କରିଥାଏ ।
୭. ଯଦି ଆପଣ ଦୁର୍ବଳ ଅନୁଭବ କରୁଛନ୍ତି ତେବେ ବାସୀ ରୁଟି ଖାଆନ୍ତୁ, ମୁକ୍ତି ମିଳିବ ।
୮. ଯଦି ଆପଣ ଖୁବ ପତଳା ତେବେ ବାସୀ ରୁଟି ଆପଣଙ୍କ ଓଜନ ବଢାଇବାରେ ସାହାଯ୍ୟ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More