Only for Entertainment

ଘରେ କାହିଁକି ରଖାଯାଏ ୩ଟି ଗୋଡ ଥିବା ବାସ୍ତୁ ବେଙ୍ଗ, ଜାଣନ୍ତୁ ଏହାର ଫାଇଦା !

39

ଚୀନ ବାସ୍ତୁ ଶାସ୍ତ୍ର ଫେଙ୍ଗଶୁଇ ଚଳନ ଏବେ ଖୁବ ମାତ୍ରାରେ ଲାଗି ରହିଛି । ଅଫିସ ଏବଂ ଘରେ ସବ୍ରୁଆଡେ ଏହି ଫେଙ୍ଗଶୁଇ ନଜର ଆସିଥାଏ, ଏହାର କାରଣ ହେଉଛି ସକରାତ୍ମକ ଶକ୍ତି । ଫେଙ୍ଗଶୁଇ ଚୀନର ବାସ୍ତୁଶାସ୍ତ୍ର ଅଟେ । ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ବାସ୍ତୁଶାସ୍ତ୍ରର ଉପଯୋଗ ବହୁ ପୂରାତନ କାଳରୁ ହୋଇ ଆସୁଛି । ଫେଙ୍ଗଶୁଇ ଦ୍ୱାରା ଘରର ବାସ୍ତୁଦୋଷ ସହଜରେ ଦୂର କରାଯାଇ ପାରିବ । ଫେଙ୍ଗଶୁଇରେ ୩ଟି ଗୋଡ ଥିବା ବେଙ୍ଗ ଶୁଭ ବୋଲି ମାନନ୍ତି ।

  • ଫେଙ୍ଗଶୁଇରେ ବେଙ୍ଗକୁ ଧନ ଲାଭ ଏବଂ ଉତ୍ତମ ସ୍ୱାସ୍ଥ୍ୟର ପ୍ରତୀକ ମାନାଯାଏ । ଫେଙ୍ଗଶୁଇରେ ମୁଦ୍ରାକୁ ମୁହଁ ଦବାଇଥିବା ବେଙ୍ଗକୁ ଗୁଡାଏ ପଇସା ଭିତରେ ରଖିଲେ ଭାଗ୍ୟ ସାଥି ହୋଇଥାଏ ।
  • ଫେଙ୍ଗଶୁଇ ବାସ୍ତୁ ଶାସ୍ତ୍ରରେ ବେଙ୍ଗକୁ ଘରର ମୁଖ୍ୟଦ୍ୱାରରେ ରଖିଲେ ଶୁଭ ଅଟେ । କିନ୍ତୁ ବେଙ୍ଗକୁ ଭୂଲରେ ରୋଷେଇ ଘରେ ରଖିବେ ନାହିଁ, କାରଣ ଏହାଦ୍ୱାରା ଭାଗ୍ୟ ଆପଣଙ୍କ ଠାରୁ ଦୂରେଇ ଯିବ ।
  • ଏହାବ୍ୟତୀତ ଯଦି ଆପଣ ଘରେ ଫେଙ୍ଗଶୁଇ ବେଙ୍ଗ ରଖିବା ପାଇଁ ଚାହାନ୍ତି ତେବେ ଖାଲି ଭୂଇଁ ଉପରେ ରଖନ୍ତୁ ନାହିଁ , କୌଣସି ଉଚ୍ଚ ସ୍ଥାନରେ ରଖନ୍ତୁ ଏକ କାଗଜ କିମ୍ବା ନାଲି ରିବନ ଉପରେ ରଖନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More