Only for Entertainment

ଖରାପ ଭାଗ୍ୟକୁ ମଧ୍ୟ ସୁଧାରିପାରେ ଶୁଆ ।

The Economist
78

ବାସ୍ତୁ ଶାସ୍ତ୍ରରେ ବିଭିନ୍ନ ପ୍ରକାରର ଉପାୟ ବିଷୟରେ କୁହାଯାଏ ଯାହା ଦ୍ୱାରା ମରିଷକୁ ଲାଭ ମିଳିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଶୁଆକୁ ଘରେ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଅନ୍ୟ ପକ୍ଷରେ କୁହାଯାଏ ଶୁଆର ଫଟୋକୁ ଯଦି ଘରେ ରଖାଯାଏ ତେବେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । କୁହାଯାଏ ପିଲାଙ୍କ ବଖରାରେ ଶୁଆ ଫଟୋ ଲଗାଇବା ଦ୍ୱାରା ପଢାରେ ସେମାନଙ୍କ ମନ ଲାଗିଥାଏ ।

କୁହାଯାଏ ଘରେ ଶୁଆ ଫଟୋ ଲଗାଇବା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ବଢିଥାଏ । ଏହା ସହିତ ରୋଗ ଏବଂ ଦରିଦ୍ରତା ଦୂର ହୋଇଥାଏ ।

ପତି ପତ୍ନୀ ଯଦି ବେଡରୁମରେ ଶୁଆର ଫଟୋ ଲଗାନ୍ତି ତେବେ ପୂର୍ବାପେକ୍ଷା ପ୍ରେମ ବଢିଥାଏ ।

ଘରର ଡ୍ରଇଂ ରୁମରେ ଯଦି ଶୁଆ ଫଟୋ ଲଗାଇବାକୁ ଚାହୁଁଛନ୍ତି ତେବେ ଉତ୍ତର ଦିଗ ଖୁବ ଭଲ ।

କୁହାଯାଏ ପଂଜୁରୀରେ ଶୁଆ ରଖିବା ଦ୍ୱାରା ଯଦି ସେ ଖୁସି ନଥାଏ ତେବେ ଖରାପ ପ୍ରଭାବ ପଡ଼ିଥାଏ ।

ଘରେ ରଙ୍ଗ ବେରଙ୍ଗର ଶୁଆ ଥିବା ଫଟୋ ଲଗାଇବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More