Only for Entertainment

ଡାଇବେଟିସ ରୋଗୀଙ୍କ ପାଇଁ ଉପକାରୀ ଭେଣ୍ଡି, ଜାଣନ୍ତୁ ଖାଇବାର ଉପାୟ

janaojananews
0 82

ଭେଣ୍ଡି ଏପରି ଏକ ପରିବା ଯାହା ପ୍ରତ୍ୟେକ ରୋଷେଇ ଘରେ ଦେଖିବାକୁ ମିଳିଥାଏ । ଭେଣ୍ଡିରେ ପ୍ରୋଟିନ୍, ଫାଇବର, କାବ୍ରୋହାଇଡ୍ରେଟ୍ସ, କ୍ୟାଲସିୟମ, ଫସଫରସ, ଆଇରନ୍, ମ୍ୟାଗ୍ନେସିୟମ ଓ ପୋଟାସିୟମ ଭଳି ପୋଷକ ତତ୍ତ୍ୱ ରହିଛି । ଏହାକୁ ନିୟମିତି ଖାଇଲେ ଶରୀରରେ ଥିବା ଶର୍କରା ମାତ୍ରା କମି ଯାଇଥାଏ। ତେବେ ଭେଣ୍ଡିକୁ କିପରି ଉପାୟରେ ଖାଇଲେ ଡାଇବେଟିସ୍ ରୋଗୀ ଲାଭବାନ୍ ହେବେ ଜାଣନ୍ତୁ ସେ ସମ୍ପର୍କରେ…

  • ଭେଣ୍ଡିକୁ ସିଝାଇ ଏହାର ପାଣିକୁ ଛାଣି ୨୪ ଘଣ୍ଟା ପର୍ୟ୍ୟନ୍ତ ରଖି ଦିଅନ୍ତୁ। ସକାଳୁ ଖାଲି ପେଟରେ ଏହାକୁ ପିଇ ଅଧଘଣ୍ଟାପରେ ଜଳଖିଆ ଖାଇଲେ ଲାଭ ମିଳିଥାଏ।
  • ନିୟମିତ ଭେଣ୍ଡି ସିଝା ପାଣି ପିଇଲେ ମଲ୍ଟିଭିଟାମିନ୍ କ୍ୟାପସୁଲ ବା ଏନର୍ଜି ଡ୍ରିଙ୍କର ଆବଶ୍ୟକତା ପଡି ନ ଥାଏ।
  • ଭେଣ୍ଡି ସିଝା ପାଣିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର ଭିତର ଅଂଶକୁ ସୁସ୍ଥ ରଖିବା ସହ କ୍ୟାନସର ସେଲକୁ ବଢିବାକୁ ଦେଇ ନ ଥାଏ।
  • ପ୍ରତ୍ୟେକ ଦିନ ସକାଳୁ ଭେଣ୍ଡି ସିଝା ପାଣି ପିଇଲେ ସୁଗାର ଲେବଲ୍ ନିୟନ୍ତ୍ରଣରେ ରହିଥାଏ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More