Only for Entertainment

ଚୁମ୍ବନ ପଛର ସତ ! ମିଳେ ମାନସିକ ଶାନ୍ତି ଓ ଶାରୀରିକ ତୃପ୍ତି

deccanchronicle
0 88

ଏବେ ନୂଆ ନୂଆ କଥା ସବୁ ଶୁଣିବାକୁ ଦେଖିବାକୁ ମିଳୁଛି ଚିକିତ୍ସା ବିଜ୍ଞାନ ଯେତେଯେତେ ଆଗକୁ ଯାଉଛି ଶରୀରଚର୍ଯ୍ୟାକୁ ନେଇ ମଣିଷ ମନରେ ସେତିକି କୈାତୁହଳ ଉପାୟମାନ ଜାତ ହେଉଛି

ହଁ , ପ୍ରେମ ଭଲପାଇବା ମଣିଷର ଏକ ସହଜାତ ପ୍ରବୃତି ଭଲପାଇବାକୁ ମଣିଷର ନିଜ ଶାରୀରିକ ଭାବଭଂଗୀରେ ପରିପ୍ରକାଶ କରିଥାଏ ସେଥିମଧ୍ୟରୁ ଚୁମ୍ବନ କଳାର ସୃଷ୍ଟି କୁହାଯାଏ ଚୁମ୍ବନ ଦ୍ୱାରା ଗୋଟେ ମନର ଭାଷାକୁ ଠିକରେ ପଢି ହୋଇଥାଏ ନିଜ ମନର ସବୁ ଭାବ ଭାବନା ଚୁମ୍ବନରେ ଠିକରେ ରୂପାୟିତ ହୁଏ ନିଜର ଆପଣାର ଲୋକ ପାଖରେ ସେ ତୁମ ପାଇଁ କେତେ ଜରୁରୀ ଚୁମ୍ବନ କହିଦିଏ
ଏକ ଅଧ୍ୟୟନରୁ ଜଣାପଡିଛି ଚୁମ୍ବନ କେବଳ ପ୍ରେମ ଭଲପାଇବାରେ ଉଦ୍ଦିଷ୍ଟ ନୁହେଁ , ଏହା ଶରୀର ପାଇଁ ମଧ୍ୟ ଖୁବ ଭଲ ଚୁମ୍ବନ ଦେଲେ ଅନେକ ଲାଭ ହୋଇଥାଏ

ପରସ୍ପର ଭିତରେ ସଂପର୍କ ନିବିଡ ହୁଏ
ସ୍ଥାନ କାଳ ପାତ୍ରରେ ଚୁମ୍ବନର ପରିଭାଷା ବଦଳିଥାଏ ମନର ସ୍ନେହ ,ଶ୍ରଦ୍ଧାକୁ ମଜବୁତ କରିଥାଏ ଚୁମ୍ବନ ଚୁମ୍ବନ କେତେବେଳେ ନିଜ ପ୍ରିୟର ମଣିଷ ପାଇଁ ରକ୍ଷା କବଚ ବି ସାଜିଥାଏ କେବେବେଳେ ଦୁଇଟି ନିରସ ହୃଦୟରେ ସରସତା ଭରିଥାଏ
ଶରୀରରେ କାମ ପ୍ରବଣତାର ବିକାଶ
ଚୁମ୍ବନ , ମୈଥୁନ କ୍ରିୟାକୁ ସକ୍ରିୟ କରିଥାଏ ଏହା ମନରେ ପ୍ରଣୟ ଭାବର ଅୟମାରମ୍ଭ ଘଟାଇଥାଏ ଚୁମ୍ବନ ବେଳେ ମହିଳା ପୁରୁଷ ଅଙ୍ଗରେ ଲଭ ହରମୋନ ତିଆରି ହୁଏ ଯାହା ପ୍ରେମ ପ୍ରୟଣକୁ ମଧୁର ଦୃଢ କରେ ଆପଣ ଯେତେ ସମୟ ଅଧିକା ଚୁମ୍ବନ ନିଜ ପାର୍ଟନରକୁ ଦେବେ ଏହା ଆପଣଙ୍କ ସାଥୀ ପ୍ରତି ଆପଣର ସମର୍ପଣ ଭାବକୁ ସୂଚାଇବ
ଚୁମ୍ବନ ଜରିଆରେ ସାଥୀର ମନକୁ ଜାଣିପାରିବେ
ବିଜ୍ଞାନ ସବୁଜିନିଷ ପାଇ ଔଷଧ ବାହାର କରିପାରିଛି ହେଲେ ମନର ଗତି ବିଧି ପାଇଁ ଫେଲ ମାରିଛି ହେଲେ ଚୁମ୍ବନ ଦ୍ୱାରା ଚିକିତ୍ସା ବିଜ୍ଞାନର ଅଭାବ ପୂରଣ ହୋଇପାରିବ ଚୁମ୍ବନ ଦ୍ୱାରା ଆପଣ ଜାଣିପାରିବେ ଆପଣଙ୍କ ସାଥି ଆପଣଙ୍କୁ କେତେ ଚାହୁଁଛି କେତେ ଆପଣାଇଛନ୍ତି ପାର୍ଟନରକୁ ଏହା ଦ୍ୱାରା ମାପି ପାରିବେ ଜଣକର ପ୍ରେମ ଭାବ
ଖୁସିର ସ୍ତର ବଢିଥାଏ
ସାଥି ବା ନିଜ ପ୍ରିୟ ପରିଜନର ଏକ ଖୁସିର ଚୁମ୍ବନ ମନରେ ଖୁସିକୁ ଦ୍ୱିଗୁଣିତ କରିଥାଏ ଦୁଃଖ ଚିନ୍ତିତ ମନ ହୃଦୟରେ ଆନନ୍ଦର ଲହରୀ ଖେଳାଇଥାଏ ଚୁମ୍ବନରେ ମୁହଁର ୩୪ ମାଂସପେଶୀର ବିକଶିତ ଘଟେ ଏହା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ବୃଦ୍ଧି ଘଟେ ଚେହେରାରେ କୁଂଚନ ସୃଷ୍ଟି ହୁଏନାହିଁ
ହୃଦୟକୁ ମଜବୁତ କରେ
ଚୁମ୍ବନ ହୃଦୟକୁ ଶକ୍ତ କରେ ଦୃର୍ବଳ ହୃଦୟକୁ ସବଳ କରେ ଶକ୍ତି ସଂଚାର କରେ ଶରୀରରେ ରକ୍ତ ଚାପକୁ ନିୟନ୍ତ୍ରିତ କରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଚୁମ୍ବନ ହାର୍ଟ ବ୍ଲଡ ଭେସେଲକୁ ଠିକରେ ରଖିଥାଏ
ଶରୀରର ଚର୍ବି କମାଇଥାଏ
କ୍ୟାଲୋରୀ କମାଇବାରେ ଏହା ଖୁବ୍ ସାହାଯ୍ୟ କରିଥାଏ ଗୋଟିଏ କିସ୍ ୧୦ରୁ ୧୫ କ୍ୟାଲୋରି କମାଇଥାଏ ଏଣୁ ନିଜ ସାଥୀ ସହ ଯେଉଁମାନେ ଚୁମ୍ବନରେ ଲିପ୍ତ ଥିବେ ସେମାନେ ଚର୍ବି କମାଇବାରେ ଚିନ୍ତା ମୁକ୍ତ ରହିବେ
ଦାନ୍ତ ପାଇଁ ଉପକାରୀ
ମନରେ ପ୍ରଶ୍ନ ଆସିବ ଚୁମ୍ବନରେ ଦାନ୍ତର କିଛି ଭାଗିଦାରୀ ନଥାଏ ହେଲେ ଫାଇଦା କଣ ? ହଁ ଏଥିରେ ବି ଫାଇଦା ଅଛି ଏକ ବୈଜ୍ଞାନିକ ଅନୁଧ୍ୟାନରୁ ଏହା ଜଣା ଯେ ଚୁମ୍ବନରେ ଦାନ୍ତ ବି ଲାଭ ପାଏ ଦାନ୍ତକୁ ସଫା ରଖିବା ପାଇଁ ଚୁମ୍ବନ ସବୁଠୁ ପ୍ରାକୃତିକ ତରିକା ଏହା ଟୁଥ୍ କ୍ୟାଭିଟିକୁ ରୋକିଥାଏ
କ୍ଲାନ୍ତି ଦୂର କରେ
ଯଦି ଆପଣ କାର୍ଯ୍ୟବ୍ୟସ୍ତତାରେ ଖୁବ୍ କ୍ଲାନ୍ତ ଅବଶ ତେବେ ନିଜ ସାଥୀ ସଙ୍ଗିନୀକୁ ଯାଇ ଖୁସିର ଚୁମ୍ବନ ଦେଉଛନ୍ତି , ଏହା ତତକ୍ଷଣାତ ଆପଣଙ୍କ କ୍ଲାନ୍ତି ଥକାପଣକୁ ଦୂରେଇଦେବ ଚୁମ୍ବନ କ୍ଲାନ୍ତି ବଢାଉଥିବା ହରମୋନକୁ ନୟନ୍ତ୍ରିତ କରିଥାଏ ଏହି କ୍ଲାନ୍ତି ବଢାଉଥିବା ହରମୋନ ଆମର ପାଚନତନ୍ତ୍ରରେ ବି ଖରାପ ପ୍ରଭାବ ପକାଇଥାଏ ଏଣୁ ଯଦି ଆପଣ ନିଜ ସାଥୀ ସହ ଚୁମ୍ବନ କ୍ରିୟା କରୁଥିବେ ତେବେ ସବୁ ନକରାତ୍ମକ ପ୍ରଭାବରୁ ରକ୍ଷା ପାଇବେ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More