Only for Entertainment

କର୍କଟରୁ ମୁକ୍ତି ଦିଏ ଲିଚୁ, ରହିଛି ଆହୁରି ଅନେକ ଫାଇଦା

SaleBhai
46

ଏବେ ବଜାରରେ ଲିଚୁ କୋଳି ଭରପୁର ମାତ୍ରାରେ ଦେଖିବାକୁ ମିଳୁଛି। ହେଲେ କଣ ଆପଣ ଏହା ମଧ୍ୟରେ ରହିଥିବା ଫାଇଦା ବିଷୟରେ ଜାଣିଛନ୍ତି କି? ତେବେ ଆଜି ଆମେ ଆପଣଙ୍କୁ ଲିଚୁ କୋଳିରେ ରହିଥିବା ସେହି ଫାଇଦା ବିଷୟରେ କହିବୁ ଯାହାକି କି କର୍କଟ ରୋଗ ଭଳି ମହାମାରୀ ରୋଗପାଇଁ ମହୌଷଧି ଭଳି କାର୍ଯ୍ୟ କରିଥାଏ । ଏବେ ଆସନ୍ତୁ ଜାଣିବା କିପରି ଲିଚୁ କର୍କଟ ରୋଗଠାରୁ ମଧ୍ୟ ମୁକ୍ତି ଦେଇଥାଏ।

litchi1

ଲିଚୁ କୋଳିରେ ରହିଥିବା ଆଣ୍ଟି ଆକ୍ସିଡେଣ୍ଟ୍ସ ଏବଂ ଭିଟାମିନ୍ ଭରପୁର ମାତ୍ରାରେ ରହିଥିବା ହେତୁ ଏହା ଆମ ଶରୀରକୁ ସମସ୍ତ ପ୍ରକାରର ଷ୍ଟ୍ରୋକ୍ ହେବା ଠାରୁ ବି ବଞ୍ଚାଇଥାଏ। ଏହାସହିତ ଲିଚୁ ମଧ୍ୟରେ ରହିଥିବା ପଲିଫେନୋଲ୍ସ ଏବଂ ପ୍ରୋନ୍ଥୋସିନିଡିନ୍ସ କାରଣରୁ ଏହା ବ୍ୟକ୍ତିକୁ କର୍କଟ ରୋଗ ହେବାଠାରୁ ବି ରୋକିଥାଏ। କାରଣ କ୍ୟାନ୍ସର ଉତ୍ପନ୍ନକାରୀ ଆଣ୍ଟିବଡ଼ିଜ୍ ଉପରେ ଲିଚୁ ଖୁବ୍ ଶକ୍ତିଶାଳୀ ଭାବରେ କାର୍ଯ୍ୟ କରିଥାଏ।ଲିଚୁ ଖାଇଲେ କୋଷ୍ଠକାଠିନ୍ୟତା ଦୋଷ ବି ଦୂର ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More