Only for Entertainment

ଫିଟିକିରି ଦୂର କରେ ଅନେକ ସମସ୍ୟା !

Healthunbox
69
  •  ଫିଟିକିରିକୁ ଆଘାତ ଲାଗିଥିବା ସ୍ଥାନରେ ଘଷିଲେ ସହଜରେ ରକ୍ତ ବୋହିବା ବନ୍ଦ ହୋଇଯାଇଥାଏ। ଏହି ଫିଟିକିରି ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରିଥାଏ।
  • ମୁହଁରେ କଳାଦାଗ ସମସ୍ୟା ଥିଲେ ଏହା ସମସ୍ତଙ୍କ ଚିନ୍ତାର କାରଣ ହୋଇଥାଏ। ଏହାକୁ ଦୂର କରିବା ପାଇଁ ଆପଣ ଫିଟିକିରି ବ୍ୟବହାର କରିପାରିବେ। ଏଥିପାଇଁ ଆପଣ କେବଳ ସେହି ସ୍ଥାନରେ ହିଁ ଫିଟିକିରିକୁ ଘଷିବେ।
  • ପୁରୁଷମାନେ ଦାଢି କାଟି ସାରିବା ପରେ ଏହାକୁ ମୁହଁରେ ଲଗାଇଥାଆନ୍ତି। ଏହାଦ୍ୱାରା ତ୍ୱଚା ମସୃଣ ହେବା ସହ ଉଜ୍ୱଳ ହୋଇଥାଏ।
  • ଶାମ୍ପୁରେ ଅଳ୍ପ ଫିଟିକିରି ଗୁଣ୍ଡ ମିଶାଇ କେଶରେ ଲଗାଇଲେ ରୂପି ସମସ୍ୟା ଦୂର ହୋଇଥାଏ।
  • ଫିଟିକିରି ଗୁଣ୍ଡକୁ ପାଣିରେ ମିଶାଇ ଆଖିତଳର କଳାଦାଗରେ ଲଗାଇଲେ ଏହି ସମସ୍ୟାରୁ ମୁକ୍ତି ମିଳେ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More