Only for Entertainment

ଶରୀରକୁ ଦିଅନ୍ତୁ ଉଷୁମ ତେଲର ମସାଜ, ମିଳିବ ଏହି ସବୁ ଫାଇଦା !

Ketom sro
34

ଶରୀରରେ ଉଷୁମ ତେଲ ମସାଜ୍‌ କଲେ ମିଳିଥାଏ ଅନେକ ଉପକାର। ଏହା ଦ୍ୱାରା ରାକ୍ତଚାପ ନିୟନ୍ତ୍ରିତ ହେବା ସହିତ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ସପ୍ତାହରେ ୨ ଥର ଏପରି କଲେ ଲୋମକୂପ ପରିଷ୍କାର ହେବା ସହିତ ମାଂସପେଶୀ ସତେଜ ହୋଇଥାଏ। ଏହା ଦ୍ୱାରା ଆଣ୍ଟିଏଜିଂ ସମସ୍ୟା ଦୂର ହୋଇଥାଏ। ଉଷୁମ ତେଲ ମସାଜ ଦ୍ୱାରା ଶରୀରରେ ରକ୍ତ ସଂଚାଳନ ସଠିକ ଭାବେ ହୋଇଥାଏ । ଏହାସହ କ୍ଲାନ୍ତ ମଧ୍ୟ ଦୂର ହୋଇଥାଏ ।

ସେହିପରି କେଶ ଝଡିବା ଓ ରୂପି ସମସ୍ୟା ଏହା ଦ୍ୱାରା ହୋଇଥାଏ ଦୂର। ମୁଣ୍ଡରେ ଉଷୁମ ତେଲ ମସାଜ କଲେ ମାନସିକ ଅବସାଦ ଦୂର ହୋଇଥାଏ। ଆଣ୍ଠୁଗଣ୍ଠି ରୋଗ କ୍ଷେତ୍ରରେ ଉଷୁମ ତେଲ ମସାଜ ଦ୍ୱାରା ସୁଫଳ ମିଳିଥାଏ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More