Only for Entertainment

ଆପଣ ମଧ୍ୟ ସକାଳେ ଗ୍ରୀନ ଟି ପିଉଛନ୍ତି କି,ଜାଣନ୍ତୁ କ’ଣ ହୁଏ ।

Medical News Today
22

ଅଧିକାଂଶ ବ୍ୟକ୍ତି ଗ୍ରୀନ ଟି ପିଅନ୍ତି ଓଜନ କମ କରିବା ପାଇଁ । ସେମାନଙ୍କ ମଧ୍ୟରେ ହୁଏତ ଆପଣ ମଧ୍ୟ ସାମିଲ ଥିବେ । ତେବେ ଏହା କେବଳ ଓଜନ କମ କରିବାରେ ସହାୟକ ହୋଇ ନଥାଏ ବରଂ ଅନ୍ୟ କେତେକ ଉପକାର ମଧ୍ୟ କରିଥାଏ । ଆସନ୍ତୁ ଆଲୋଚନା କରିବା ।

ଏଥିରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ନିୟମିତ ଗ୍ରୀନ୍‌ ଟି’ ପିଇଲେ କ୍ୟାନସର ଭଳି ଭୟାନକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ବୋଲି ଆୟୂର୍ବେଦରେ ଉଲ୍ଳେଖ ରହିଛି। ଏହାକୁ ନିୟମି ପିଇଲେ ମେଦବହୁଳତାରୁ ମୁକ୍ତି ମିଳେ। ଗ୍ରୀନ୍‌ ଟି’ରେ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ। ଦିନରେ ଅତି କମ୍‌ରେ ୨-କପ୍‌ ଗ୍ରୀନ୍‌ ଟି’ ପିଇବା ସ୍ବାସ୍ଥ୍ୟ ପାଇଁ ବହୁତ ଭଲ। କେବଳ ସେତିକି ନୁହେଁ ଶରୀରରେ ଚର୍ବି କମ୍‌ କରିବା ସହିତ ହୃଦ୍‌ ସମସ୍ୟାର ନିରାକରଣ, ନିମ୍ନ-ରକ୍ତଚାପ, ଡାଇବେଟିସ୍‌,ଫୁଡ ପଏଜନିଂ, ଆର୍ଥାଇଟିସ୍‌ ରାଗୀଙ୍କ ପାଇଁ ଏହା ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More