Only for Entertainment

ଆଳୁ ଚୋପାର ଏହି ଫାଇଦା ବିଷୟରେ ଆପଣ ହୁଏତ ଜାଣିନଥିବେ ।

IndiaMART
22

ଆଳୁ ସମସ୍ତଙ୍କର ପ୍ରିୟ । ଘରେ ଅନ୍ୟ ପରିବା ଥାଉ କିମ୍ବା ନଥାଉ କିନ୍ତୁ ଆଳୁ ଯେମିତି ହେଉ ଥାଏ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଏହା ସମସ୍ତଙ୍କର ପସନ୍ଦ । କିନ୍ତୁ କ’ଣ ଆପଣ ଜାଣନ୍ତିକି ଆଳୁ ଚୋପା ମଧ୍ୟ ଖୁବ ଉପକାରୀ ।ଆସନ୍ତୁ ଆଲୋଚନ କରିବା ।

ଆଳୁଚୋପା କୋଲେଷ୍ଟରଲସ୍ତର କମାଇବାରେ ସହାୟକ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏଥିରେ ପ୍ରଚୁର ପରିମାଣର ପୋଟାସିୟମ ଥାଏ, ଯାହା ଉଚ୍ଚରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ଆଳୁଚୋପାରେ ପ୍ରଚୁର ପରିମାଣରେ ଭିଟାମିନ-ବି ରହିଛି। ଏହା ଶରୀରକୁ ମଜଭୁତ କରିବା ସହ ଶକ୍ତି ଯୋଗାଇଥାଏ। ଏଥିରେ ଥିବା ପ୍ରଚୁର ପରିମାଣ ଫାଇବର ହଜମ ଶକ୍ତି ବଢ଼ାଏ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More