Only for Entertainment

ଯୁବା ଦେଖାଯିବା ଠାରୁ ଆରମ୍ଭ କରି ପାଦର ଜଳାପୋଡ଼ା ପର୍ଯ୍ୟନ୍ତ ରାମବାଣ ଭଳି କାମ କରେ ମିଶ୍ରି ଜାଣନ୍ତୁ ଏହାର ଫାଇଦା ବିଷୟରେ ।

cbc.ca
0 44

ମିଶ୍ରିର ସୁଦ୍ଧତା କାରଣରୁ ଏହାକୁ ଦେବାଦେବୀଙ୍କ ପୂଜାରେ ବ୍ୟବହାର କରାଯାଏ । କେବେଳ ସ୍ୱାଦରେ ଏହା ମିଠା ନୁହେଁ ବରଂ ଏହାର ଅନେକ ଫାଇଦା ମଧ୍ୟ ରହିଛି । ତେବେ ଚାଲନ୍ତୁ ଜାଣିବା ମିଶ୍ରିର ଉପକାରୀତା ବିଷୟରେ ।

ମିଶ୍ରିକୁ ଦୁଗ୍ଧ ସହିତ ମିଶାଇ ଖାଇବା ଦ୍ୱାରା ଯୌନ ସମ୍ବଦ୍ଧିତ ସମସ୍ୟା ଦୂର ହୋଇଥାଏ ଏବଂ ଏହା ସଂପର୍କିତ ସମସ୍ତ ଫାଇଦା ମିଳିଥାଏ ।

ଗଳା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ । ଲମ୍ବା ସମୟ ଧରି ଗଳାରେ କାଶ ଆଦି ସମସ୍ୟା ଦେଖା ଦେଇଥିଲେ ମିଶ୍ରିକୁ ଖାଆନ୍ତୁ । ଏହା ଦ୍ୱାରା ସମସ୍ୟା ଦୂର ହୋଇଥାଏ । ଏହାକୁ ଜଳରେ ମିଶାଇ ପିଇବା ଦ୍ୱାରା ଆରାମ ମିଳିଥାଏ । ଏହା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଏହା ସହିତ ତାଜା ଅନୁଭୂତି ହୋଇଥାଏ ଏବଂ କିଛି ସମୟ ପର୍ଯ୍ୟନ୍ତ ଗରମ ଲାଗି ନଥାଏ ।

ଯଦି ପାଟିରେ ଘା ହୋଇଥାଏ ତେବେ ମିଶ୍ରିକୁ ଗୁଜୁୁରାତି ସହିତ ମିଶାଇ ପେଷ୍ଟ ପ୍ରସ୍ତୁତ କରି ଲଗାନ୍ତୁ ।

ପାଦ ଜଳାପୋଡ଼ା ହେଉଥିଲେ ମଖନ ସହିତ ମିଶ୍ରିକୁ ସମାନ ପରିବାଣରେ ମିଶାଇ ଲଗାନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More