Only for Entertainment

ଚଳିତ ବର୍ଷ ବଲିଉଡ ଇଣ୍ଡଷ୍ଟ୍ରିରେ ଟପରେ ରହିଛନ୍ତି ଏହି କଳାକାର !

28

ଚଳିତ ବର୍ଷ ତଥା ୨୦୧୮ ଶେଷ ହୋଇଯିବାକୁ ଆଉ କିଛି ଘଂଟା ବାକି ରହିଲା । ଏହାମଧ୍ୟରେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଦେଖିବାକୁ ମିଳିଛି କିଛି ନୂଆ କଥା । ଯେଉଁଠି ବଲିଉଡର ଦିଗଜ ନାୟକ ସବୁ ନିଜ ଅଭିନୟରେ ଦର୍ଶକଙ୍କୁ ଇମ୍ପ୍ରେସ୍ କରିବାରେ ଫେଲ୍ ମାରିଛନ୍ତି, ସେଠାରେ ଆୟୁଷ୍ମାନ୍ ଖୁରାନା, ରାଜକୁମାର୍ ରାଓ ଏବଂ ବିକି କୌଶଲ ଭଳି ଅଭିନେତା ସବୁ ହୋଇଛନ୍ତି ଦର୍ଶକଙ୍କ ଫେବରେଟ୍ । ଆଉ ଭେଟି ଦେଇଛନ୍ତି ସୁପରହିଟ୍ ସିନେମା ସବୁ ।

ସେହିପରି ନ୍ୟୁ-କମର୍ ଷ୍ଟାର୍ ମାନଙ୍କ ପାଇଁ ବି ଏବର୍ଷ ସାବ୍ୟସ୍ତ ହୋଇଛି ଲାଭ ଦାୟକ । ତେବେ ଆଗକୁ ୨୦୧୯ ବର୍ଷରେ ବଲିଉଡରେ କ’ଣ ନୂଆ ଖବର ସାମ୍ନାକୁ ଆଣୁଛି ତାହା ଦେଖିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More