Only for Entertainment

ଖରାଛୁଟି ପାଇଁ ଖୁବ ଭଲ ଗୁଜୁରାଟର ଏହି ସ୍ଥାନ, ଏବେ ହିଁ କରନ୍ତୁ ଫ୍ୟାମିଲି ଟ୍ରିପ ।

samchar nama
0 58

ଖରାଦିନ ଛୁଟି ମନାଇବାକୁ ଚାହୁଥିଲେ ଜାଣନ୍ତୁ କିଛି ଏଭଳି ସ୍ଥାନ ଯେଉଁଠି ବୁଲିବାକୁ ଗଲେ ଆପଣଙ୍କ ଛୁଟି ହୋଇଯିବ ଖୁବ ମଜାଦାର । ଏହି ଦିନରେ ଲୋକମାନେ ଏଭଳି ସ୍ଥାନକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ଯେଉଁଠି ଭିଡ କମ ଥିବ ଏବଂ ପରିବେଶ ଶାନ୍ତ ଥିବ । ଏଭଳି ସ୍ଥାନ ଅଟେ ଗୁଜୁରାଟ । ଏହି ସ୍ଥାନକୁ ଆପଣ ଆପଣଙ୍କ ପରିବାର ସହ ଆରାମରେ ଭ୍ରମଣ କରି ଆସିପାରିବେ ।

1-339-696x367

ସୋମନାଥ ମନ୍ଦିର
ସୋମନାଥ ମନ୍ଦିରର କଥା ହିଁ କିଛି ନିଆରା । ଏହି ମନ୍ଦିରକୁ ଜ୍ୟୋର୍ତିଲିଂଗ ମଧ୍ୟ କୁହାଯାଇଥାଏ ।

2-313-696x475

ଗିର ଜଙ୍ଗଲ
ଗିରର ସିଂହ ସାରା ଦୁନିଆରେ ପ୍ରସିଦ୍ଧ ଅଟନ୍ତି । ଏହି ସ୍ଥାନକୁ ଗିରର ଜାତୀୟ ଉଦ୍ୟାନ ନାମରେ ମଧ୍ୟ ଲୋକମାନେ ଜାଣିଥାଆନ୍ତି । ଏହା ପୂରା ଦୁନିଆରେ ଏସିଆର ସବୁଠାରୁ ବର୍ବର ସିଂହ ସ୍ଥଳୀ ରୂପେ ପ୍ରସିଦ୍ଧ ।

3-311-696x392

କୃଷ୍ଣ ଦ୍ୱାରିକା
କୃଷ୍ଣ ଲୀଳାର ଝଲକ ଦେଖିବା ଲାଗି ଗୁଜୁରାଟର ଦକ୍ଷିଣ-ପଶ୍ଚିମରେ ଥିବା ଦ୍ୱାରିକା ସାରା ଦେଶରେ ପ୍ରସିଦ୍ଧ । ଏହା କୃଷ୍ଣ ଭକ୍ତଙ୍କର ମହାନ ତୀର୍ଥସ୍ଥଳୀ ଅଟେ ।

4-303-696x311

କଚ୍ଛ ମରୁଭୂମି
କଚ୍ଛ ମରୁଭୂମି ଦୃଶ୍ୟ ଅତ୍ୟନ୍ତ ନିଆରା ଏବଂ ମଜାଦାର । ଏଠାରେ ରାତି ସମୟରେ ଖୁବ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥାଏ । ଏହା ମରୁଭୂମି ଏବଂ ଚାନ୍ଦିନୀ ରାତିରେ ଖୁବ ସୁନ୍ଦର ଦେଖାଯାଇଥାଏ ।

5-273-696x332

ଦ୍ୱୀବ
ଗୁଜୁରାଟ ପାଖରେ ଅବସ୍ଥିତ ଦ୍ୱୀବ ଦ୍ୱୀପପୁଞ୍ଜ ପର୍ଯ୍ୟଟକଙ୍କୁ ଖୁବ ପସନ୍ଦ । ଏଠାରେ ଆପଣଙ୍କୁ ସୁନ୍ଦର ସମୁଦୟ ଉପକୂଳ ଦେଖିବାକୁ ମିଳେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More