Only for Entertainment

‘ଅଙ୍ଗୁରୀ ଭାଉଜ’ ମଧ୍ୟ ନେଲେ ଫିଟନେସ ଚ୍ୟାଲେଂଜ,ଭିଡ଼ିଓ ଭାଇରାଲ ।

aajtak
0 62

ଆଣ୍ଡ ଟିଭିର ଜନପ୍ରିୟ ଶୋ ‘ଭାବିଜୀ ଘର ପର ହୈ’ର ଷ୍ଟାର ଅଙ୍ଗୁରୀ ଭାଉଜ ଏହି ଦିନ ଚାଲୁଥିବା ଫିଟନେସ ଚ୍ୟାଲେଂଜକୁ ଗ୍ରହଣ କରିଛନ୍ତି । ସେ ତାଙ୍କ ଇଂଷ୍ଟା ଆକାଉଂଟରେ ୱାର୍କଆଉଟ ଭିଡ଼ିଓ ସେୟାର କରିଛନ୍ତି ।

ଶୋ’ରେ ସବୁବେଳେ ଶାଢୀରେ ନଜର ଆସୁଥିବା ଅଙ୍ଗୁରୀ ଭାଉଜ ଜିମ ଆଉଟଫିଟରେ ନଜର ଆସିଛନ୍ତି । ତାଙ୍କର ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହା ସହିତ ସେ ଏକ କ୍ୟାପ୍ସନ ମଧ୍ୟ ଲେଖିଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More