Only for Entertainment

ସୌମ୍ୟା ଟଣ୍ଡନଙ୍କ ଭିଡିଓ ହେଲା ଭାଇରାଲ. ଦେଖନ୍ତୁ ।

jansatta
0 74

ଟିଭିର ଫେମସ ସିରିଅଲ ‘ଭାବିଜୀ ଘର ପର ହେଁ’ରେ କିଛି ଦିନ ହେବା କିଛି ନା କିଛି ଡ୍ରାମା ଦେଖିବାକୁ ମିଳିଥାଏ । ଖବର ମୁତାବକ ସିରିଅଲର କିଛି ପ୍ରମୁଖ କଳାକାର ଖୁବ ଶୀଘ୍ର ଗୋବିନ୍ଦା ଏବଂ ରବୀନା ଟଣ୍ଡନଙ୍କ ରୂପରେ ନଜର ଆସିବେ ।

Our craziness. Govinda and Raveena apologies to even attempt this song.

A post shared by Saumya Tandon (@saumyas_world_) on

ଅନୀତା ଭାବିର ଅଭିନୟ କରୁଥିବା ସୌମ୍ୟା ଟଣ୍ଡନ କିଛିଦିନ ହେବ ଏକ ସୋ’ର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ମନମୋହନ ତିୱାରୀଙ୍କ ସହ ଜମେଇକି ଠୁମକା ଲଗାଉଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଦୃତ ବେଗରେ ଭାଇରାଲ ହେବାରେ ଲାଗିଛି ।

saumyas

ଏହି ଭିଡିଓରେ ଅନିତା ଭାବି ଅର୍ଥାତ ଗୌରୀ ମେମ ଏବଂ ମନମୋହନ ତିୱାରୀ ରେଟ୍ରୋ ଅନ୍ଦାଜରେ ନଜର ଆସିଛନ୍ତି । ଦେଖନ୍ତୁ ଏହି ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More